ବିରାଟ୍ ଓ ଅନୁଷ୍କା ଦାନ କଲେ ୨ କୋଟି, ଲୋକଙ୍କୁ କଲେ ଅପିଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ୍ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ୍‌-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ୍ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଚ୍ଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ […]

Virat-Kohli-and-Anushka-Sha

Virat-Kohli-and-Anushka-Sha

Ranjit Kumar Jena
  • Published: Friday, 07 May 2021
  • Updated: 07 May 2021, 04:34 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦେଶରେ ଘାତକ କରୋନା ଭାଇରସ୍ ମହାମାରୀ ବିରୋଧରେ ଆଗକୁ ଆସିଛନ୍ତି । ଦୁହେଁ କୋଭିଡ୍‌-୧୯ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି । ଏହା ସହ ବିରାଟ୍ ଓ ଅନୁଷ୍କା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ଆଗକୁ ଆସିବା ପାଇଁ କହିଛନ୍ତି ଓ ସ୍ୱଇଚ୍ଛାରେ ଦାନ କରିବାକୁ ଅନୁରୋଧ କରିଛନ୍ତି ।

ଆଇପିଏଲ ଫ୍ରାଞ୍ଚାଇଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର କ୍ୟାପଟେନ୍ ବିରାଟ୍ କୋହଲି ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅନୁଷ୍କା ମଧ୍ୟ ଅଛନ୍ତି । ବିରାଟ୍ କହିଛନ୍ତି ଯେ ସେ ଓ ଅନୁଷ୍କା କୋଭିଡ୍‌-୧୯ ଲଢ଼େଇ ବିରୋଧରେ ଅଧିକରୁ ଅଧିକ ଲୋକଙ୍କୁ ସହାୟତା କରିବାକୁ ପ୍ରୟାସ କରିଛନ୍ତି । ବିରାଟ୍ ଓ ଅନୁଷ୍କାଙ୍କ ଏହି ମହତ କାମ ପାଇଁ ସୋଶାଲ ମିଡିଆରେ ଦୁହିଁଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।

https://twitter.com/imVkohli/status/1390532345753522180?s=20

ବିରାଟ୍ ଓ ଅନୁଷ୍କା ଏହି ଅଭିଯାନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦୁହେଁ ପାଣ୍ଠି ସଂଗ୍ରହ କରୁଥିବା ଏକ ସଂସ୍ଥା କେଟା ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଛନ୍ତି । ଏହି ଅଭିଯାନ ୭ଦିନ ଧରି ଚାଲିବ ଏବଂ ସଂଗୃହିତ ପାଣ୍ଠି ଏସିଟି ଗ୍ରାଣ୍ଟସ୍ ନାମକ ଏକ ସଂସ୍ଥାକୁ ଦିଆଯିବ, ଯାହା ଅକ୍ସିଜେନ୍ ଓ ଚିକିତ୍ସା ସୁବିଧା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରିବ । ସୋଶାଲ ମିଡିଆରେ ବିରାଟ୍ ଓ ଅନୁଷ୍କାଙ୍କ ଏହି କାମକୁ ବହୁତ ପ୍ରଶଂସା କରାଯାଉଛି ।

କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲର ୧୪ଶ ସଂସ୍କରଣକଚୁ ୨୯ ମ୍ୟାଚ୍ ପରେ ସ୍ଥଗିତ କରିଦିଆଯାଇଛି । ଏହି କାରଣରୁ ଲିଗରେ ସାମିଲ୍ ଖେଳାଳିମାନେ ଏବେ ନିଜ ନିଜର ଘରକୁ ଫେରିଯାଇଛନ୍ତି । ଅଧିକାଂଶ ଭାରତୀୟ ଖେଳାଳି ନିଜ ନିଜର ଘରେ ପହଞ୍ଚି ଯାଇଛନ୍ତି । ବିରାଟ୍ କୋହଲି ମଧ୍ୟ ମୁମ୍ବାଇ ଫେରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story