ସଂଖ୍ୟା କହୁଛି କଥା, ବିରାଟ କୋହଲି ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ଭାବେ ଶନିବାର ବିରାଟ କୋହଲି ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି। ସେ ସୋଶାଲ୍ ମିଡିଆ ଯୋଗେ ଏହି ସୂଚନା ଦେଇଛନ୍ତି। ବିରାଟଙ୍କ ଏହି ଘୋଷଣା ପରେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି, ଯେଉଁଥିରେ ତାଙ୍କ ନେତୃତ୍ୱ ଦକ୍ଷତାକୁ ଖୁବ୍ ପ୍ରଶଂସା କରାଯାଇଛି। ତାଙ୍କ ନେତୃତ୍ୱ ଟିମ୍ ଇଣ୍ଡିଆକୁ ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ଏଥିରେ କୁହାଯାଇଛି। ଏହା ସହିତ ତାଙ୍କୁ ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ ବୋଲି କହିଛି […]

Virat Kohli

Virat Kohli

Jitendra Garnayak
  • Published: Saturday, 15 January 2022
  • Updated: 15 January 2022, 10:03 PM IST

Sports

Latest News

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ଭାବେ ଶନିବାର ବିରାଟ କୋହଲି ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି। ସେ ସୋଶାଲ୍ ମିଡିଆ ଯୋଗେ ଏହି ସୂଚନା ଦେଇଛନ୍ତି। ବିରାଟଙ୍କ ଏହି ଘୋଷଣା ପରେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି, ଯେଉଁଥିରେ ତାଙ୍କ ନେତୃତ୍ୱ ଦକ୍ଷତାକୁ ଖୁବ୍ ପ୍ରଶଂସା କରାଯାଇଛି। ତାଙ୍କ ନେତୃତ୍ୱ ଟିମ୍ ଇଣ୍ଡିଆକୁ ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ଏଥିରେ କୁହାଯାଇଛି। ଏହା ସହିତ ତାଙ୍କୁ ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ ବୋଲି କହିଛି ବିସିସିଆଇ। ଆଉ ପରିସଂଖ୍ୟାନ ବି ଠିକ୍ ଏହା ହିଁ କହୁଛି।

୨୦୧୪ ମସିହାରେ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ ବିରାଟ। ଟେଷ୍ଟ କ୍ୟାପ୍‌ଟେନ୍ ଭାବେ ସେ ତାଙ୍କ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ସେହିପରି ଶେଷ ମ୍ୟାଚ୍ ସେ ଦିନକ ତଳେ ଖେଳିଥିଲେ ଦକ୍ଷିଣ ଆଫ୍ରିକା ବିରୋଧରେ।

ଭାରତୀୟ ଦଳର ଅଧିନାୟକ ଭାବେ ବିରାଟ ସବୁଠୁ ଅଧିକ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ପୁଣି ଟେଷ୍ଟରେ ଅଧିନାୟକ ଭାବେ ସେ ସର୍ବାଧିକ ୪୦ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କର ବିଜୟୀ ହାର ୫୮.୮୨% ରହିଛି। ସେହିଭଳି ଟେଷ୍ଟ ଇତିହାସରେ ବିରାଟ ହେଉଛନ୍ତି ଚତୁର୍ଥ ସଫଳ ଟେଷ୍ଟ କ୍ୟାପ୍‌ଟେନ୍‌। ତାଙ୍କ ଆଗରେ ରହିଛନ୍ତି ଗ୍ରେମ ସ୍ମିଥ୍ (୫୩ଟି ବିଜୟ), ରିକି ପଣ୍ଟିଂ (୪୮ ବିଜୟ) ଓ ଷ୍ଟିଭ୍ ୱାଗ୍ (୪୧ ବିଜୟ)।

ଭାରତୀୟ ଟେଷ୍ଟ୍ ଅଧିନାୟକ ଭାବେ ବିରାଟ ସର୍ବାଧିକ ୫,୮୬୪ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ତାଙ୍କ ବ୍ୟାଟିଂ ଆଭେରେଜ୍ ମଧ୍ୟ ସର୍ବାଧିକ ୫୪.୮୦% ରହିଛି।

ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ବିରାଟ ସର୍ବାଧିକ ୨୦ଟି ଶତକ ହାସଲ କରିଛନ୍ତି। ସେହିପରି ସେ ଭାରତୀୟ ଅଧିନାୟକ ଭାବେ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ୭ଟି ଦ୍ୱିଶତକ ହାସଲ କରିଛନ୍ତି।

ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଇସିସି ରାଙ୍କିଙ୍ଗରେ ଲଗାତାର ୪୨ ମାସ (୨୦୧୬ ଅକ୍ଟୋବରରୁ ୨୦୨୦ ମାର୍ଚ୍ଚ ପ୍ରାରମ୍ଭ) ଧରି ୧ ନମ୍ବର ସ୍ଥାନରେ ରହିଥିଲା। ଏହା ସହିତ ତାଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ସରେ ପହଞ୍ଚିଥିଲା।

ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନରେ ଭାରତକୁ ଟେଷ୍ଟ୍ ମ୍ୟାଚ୍ ଜିତାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଓ ଏସୀୟ ଅଧିନାୟକ। ଏହା ସହିତ ବିଶ୍ୱର ତୃତୀୟ ଟେଷ୍ଟ ଅଧିନାୟକ ଭାବେ କୋହଲିଙ୍କ ନାମରେ ଏହି ରେକର୍ଡ ଯୋଡ଼ି ହୋଇଛି। ଏହା ପୂର୍ବରୁ ୨୦୦୦ରେ ନାସିର ହୁସେନଙ୍କ ନେତୃତ୍ୱରେ ଇଂଲଣ୍ଡ ଓ ୨୦୧୪ରେ ମାକେଲ୍ କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଏଠାରେ ଟେଷ୍ଟ୍ ମ୍ୟାଚ୍ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story