ବିରାଟ୍ କୋହଲି ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର୍

ଲଣ୍ଡନ: ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଅଲମାନାକ୍ ୨୦୧୦ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର୍ ବିବେଚିତ କରାଯାଇଛି। ସେହିପରି ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରଗାମତ ଦ୍ୱିତୀୟ ବର୍ଷ ‘ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ବା ବେଷ୍ଟ୍ ପ୍ଲେୟର୍ ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ୩୨ ବର୍ଷୀୟ କୋହଲି ଅଗଷ୍ଟ, ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ। ଦୁନିଆର ଅନ୍ୟତମ ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ୨୫୪ ଦିନିକିଆରେ ୧୨୧୬୯ […]

Virat-Kohli

Virat-Kohli

Ranjit Kumar Jena
  • Published: Thursday, 15 April 2021
  • Updated: 15 April 2021, 07:13 PM IST

Sports

Latest News

ଲଣ୍ଡନ: ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଅଲମାନାକ୍ ୨୦୧୦ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର୍ ବିବେଚିତ କରାଯାଇଛି। ସେହିପରି ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରଗାମତ ଦ୍ୱିତୀୟ ବର୍ଷ 'ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ବା ବେଷ୍ଟ୍ ପ୍ଲେୟର୍ ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି।

୩୨ ବର୍ଷୀୟ କୋହଲି ଅଗଷ୍ଟ, ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ। ଦୁନିଆର ଅନ୍ୟତମ ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ୨୫୪ ଦିନିକିଆରେ ୧୨୧୬୯ ରନ୍ କରିଛନ୍ତି।

ୱିଜଡେନ୍ କହିଛି, ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚର ୫୦ତମ ବର୍ଷପୂର୍ତ୍ତି ଅବସରରେ ପାଞ୍ଚ କ୍ରିକେଟରଙ୍କୁ ଚୟନ କରାଯାଇଛି। ଅର୍ଥାତ୍ ୧୯୭୧ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତି ଦଶନ୍ଧି ପାଇଁ ଜଣେ ଲେଖାଏ ସର୍ବଶ୍ରେଷ୍ଠ କ୍ରିକେଟରଙ୍କୁ ମନୋନୀତ କରାଯାଇଛି। କୋହଲିଙ୍କୁ ୨୦୧୦ ଦଶନ୍ଧି ପାଇଁ ଚୟନ କରାଯାଇଛି।

ବିଶ୍ୱକପ୍ ୨୦୧୧ରେ ବିଜେତା ଭାରତୀୟ ଟିମର ସଦସ୍ୟ ରହିଥିବା କୋହଲି ୧୦ ବର୍ଷରେ ୧୧ହଜାରରୁ ଅଧିକ ରନ୍ କରିଛନ୍ତି, ଯେଉଁଥିରେ ୪୨ ଶତକ ସାମିଲ୍ ଅଛି। ସଚିନ୍ ତେନ୍ଦୁଲକର ୯୦ ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ବିବେଚିତ ହୋଇଛନ୍ତି। ସଚିନ୍ ୧୯୯୮ରେ ୯ ଦିନିକିଆ ଶତକ ମାରିଥିଲେ।

ଭାରତର ବିଶ୍ୱକପ୍ ବିଜେତା କ୍ୟାପଟେନ୍ କପିଲ୍ ଦେବ ୮୦ ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ମନୋନୀତ ହୋଇଛନ୍ତି। କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ ବିଶ୍ୱକପ୍ ଜିତିଥିଲା। ସେ ୮୦ ଦଶକରେ ସର୍ବାଧିକ ୱିକେଟ୍ ନେଇଥିଲେ ଏବଂ ସବୁଠାରୁ ଅଧିକ ଷ୍ଟ୍ରାଇକରେ ୧ହଜାର ରନ୍ କରିଥିଲେ। ସେହିପରି ୧୯୭୦ ଦଶକ ପାଇଁ ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ୍ ଓ ୨୦୦୦ ଦଶକ ପାଇଁ ଶ୍ରୀଲଙ୍କା ଗ୍ରେଟ୍ ମୁଥିଆ ମୁରଲୀଧରନଙ୍କୁ ସର୍ବଶ୍ରେଷ୍ଠ କ୍ରିକେଟର୍ ବିବେଚିତ କରାଯାଇଛି।

ଷ୍ଟୋକ୍ସଙ୍କୁ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ସର୍ବଶ୍ରେଷ୍ଠ କ୍ରିକେଟର୍ ଚୟନ କରାଯାଇଛି। ସେ ଗତବର୍ଷ ୫୮ ହାରରେ ୬୪୧ ରନ କରିଥିବା ବେଳେ ୧୯ଟି ୱିକେଟ୍ ମଧ୍ୟ ନେଇଥିଲେ। ଅଷ୍ଟ୍ରେଲିଆର ବେଥ୍ ମୁନୀଙ୍କୁ ସର୍ବଶ୍ରେଷ୍ଠ ମହିଳା କ୍ରିକେଟର୍ ଏବଂ ୱେଷ୍ଟଇଣ୍ଡିଜର କାଇରନ୍ ପୋଲାର୍ଡଙ୍କୁ ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍ ବିବେଚିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story