ଫୁଟବଲ୍‌ ପଣ୍ଡିତ ଚକିତ: ଫାଇନାଲ୍‌ରେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଆଉଟ୍, କ୍ରୋଏସିଆ ଇନ୍। ଫୁଟବଲ ପଣ୍ଡିତଙ୍କୁ ଚକିତ କରି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି କ୍ଷୁଦ୍ର ରାଷ୍ଟ୍ର କ୍ରୋଏସିଆ। ଏହି ଟିମ୍‌ ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ ରହିଛି। ଆସନ୍ତା ରବିବାର ଫ୍ରାନ୍ସ ସହ ହେବ ଟାଇଟଲ୍‌ ମୁକାବିଲା। ସେପଟେ ଫୁଟବଲ ଦଳର ଚମତ୍କାର ପ୍ରଦର୍ଶନକୁ ନେଇ ପୁରା କ୍ରୋଏସିଆରେ ଉତ୍ସବର ପରିବେଶ। ରାତାରାତି ହିରୋ ପାଲଟି ଯାଇଛନ୍ତି ଇଂଲଣ୍ଡ ବିପକ୍ଷରେ ବିଜୟସୂଚକ ଗୋଲ୍‌ ସ୍କୋର୍‌ କରିଥିବା ମାରିଓ ମାଣ୍ଡୁଜୁକିକ୍‌। ଏକ୍ସଟ୍ରା […]

ffcccccccc

ffcccccccc

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 06:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଆଉଟ୍, କ୍ରୋଏସିଆ ଇନ୍। ଫୁଟବଲ ପଣ୍ଡିତଙ୍କୁ ଚକିତ କରି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି କ୍ଷୁଦ୍ର ରାଷ୍ଟ୍ର କ୍ରୋଏସିଆ। ଏହି ଟିମ୍‌ ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ ରହିଛି। ଆସନ୍ତା ରବିବାର ଫ୍ରାନ୍ସ ସହ ହେବ ଟାଇଟଲ୍‌ ମୁକାବିଲା। ସେପଟେ ଫୁଟବଲ ଦଳର ଚମତ୍କାର ପ୍ରଦର୍ଶନକୁ ନେଇ ପୁରା କ୍ରୋଏସିଆରେ ଉତ୍ସବର ପରିବେଶ। ରାତାରାତି ହିରୋ ପାଲଟି ଯାଇଛନ୍ତି ଇଂଲଣ୍ଡ ବିପକ୍ଷରେ ବିଜୟସୂଚକ ଗୋଲ୍‌ ସ୍କୋର୍‌ କରିଥିବା ମାରିଓ ମାଣ୍ଡୁଜୁକିକ୍‌।

Image result for croatia england

ଏକ୍ସଟ୍ରା ଟାଇମ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି କ୍ରୋଏସିଆ ଫ୍ୟାନ୍‌। ବିଶ୍ୱକପର ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ମାରିଓ ମାଣ୍ଡୁଜୁକିକ୍‌ ଏବେ କ୍ରୋଏସିଆର ସୁପରଷ୍ଟାର୍‌ ପାଲଟିଯାଇଛନ୍ତି। ତାଙ୍କ ଗୋଲ୍‌ ହିଁ ଇଂଲିଶ ଟିମ୍‌ର ସ୍ୱପ୍ନକୁ ମାଟିରେ ମିଶାଇ ଦେଇଛି, ଫାଇନାଲ୍‌ ଖେଳିବା ଆଶା ଧୂଳିସାତ ହୋଇଛି।

Image result for croatia england

ଯଦିଓ ଏହି ମ୍ୟାଚ୍‌ରେ ଇଂଲଣ୍ଡ ସଂପୂର୍ଣ୍ଣ ଜୋର ଲଗାଇଥିଲା ତଥାପି କ୍ରୋଏସିଆ ଖେଳାଳିଙ୍କ ଆଗ୍ରେସିଭ୍ ଖେଳ ଆଗରେ ହାର୍‌ ମାନିବାକୁ ପଡିଛି। ପ୍ରଥମରୁ ଇଂଲଣ୍ଡ ଲିଡ୍ ନେଇଥିଲେ ମଧ୍ୟ ପରେ ଏହାକୁ ବଳବତ୍ତର ରଖିବାରେ ସକ୍ଷମ ହୋଇନଥିଲା। ଆରମ୍ଭରୁ ଲାଗୁଥିଲା, ଇଂଲଣ୍ଡ ସହଜରେ ମ୍ୟାଚ୍‌ ଜିତିନେବ, ହେଲେ ପ୍ରଥମାର୍ଦ୍ଧ ପରେ କ୍ରୋଏସିଆ ଦେଖାଇଥିଲା ଦମ୍‌ ଏବଂ ଦ୍ୱିତୀୟାର୍ଦ୍ଧରେ ଏକ ଗୋଲ୍‌ ଦେଇ ୧-୧ରେ ସ୍ଥିତି ବରାବର କରିଥିଲା କ୍ରୋଏସିଆ। ଫଳରେ ଖେଳ ଏକ୍ସଟ୍ରା ଟାଇମ୍‌କୁ ଯାଇଥିଲା।

Image result for croatia england

ଏକ୍ସଟ୍ରା ଟାଇମ୍‌ରେ ପ୍ରତିଟି ମୁହୁର୍ତ୍ତ ଥିଲା ରୋମାଞ୍ଚକର। ସମୟ ଗଡୁଥାଏ ଏବଂ ହାର୍ଟବିଟ୍‌ ବଢ଼ୁଥାଏ ଫ୍ୟାନ୍‌ମାନଙ୍କର। ଶେଷରେ ମାଣ୍ଡୁଜୁକିକ୍‌ଙ୍କ ଗୋଲ୍‌ ହିଁ ଇଂଲଣ୍ଡର ସମସ୍ତ ସ୍ୱପ୍ନକୁ ଚୁର୍‌ମାର୍‌ କରିଦେଲା ଏବଂ ପ୍ରଥମ ଥର ପାଇଁ କ୍ରୋଏସିଆ ପହଞ୍ଚିଥିଲା ଫାଇନାଲ୍‌ରେ। ଏହି ଉପଲବଧି ପରେ ଖୁସି ସମ୍ଭାଳି ପାରିନଥିଲେ କ୍ରୋଏସିଆର ଖେଳାଳି। ଅନ୍ୟପକ୍ଷେ ଇଂଲଣ୍ଡ କ୍ୟାମ୍ପରେ ଛାଇ ରହିଥିଲା ନିରାଶା ହିଁ ନିରାଶା।

Image result for croatia england

ଏବେ ରବିବାରକୁ ଅପେକ୍ଷା। ସୁପର୍‌ ସନ୍‌ଡେରେ ହେବ ସୁପର୍‌ ମୁକାବିଲା। ଫ୍ରାନସ ୧୯୯୮ ମ୍ୟାଜିକ୍‌ ଦୋହାରାଇବା ଲକ୍ଷ୍ୟରେ ଅଛି। ଅନ୍ୟପଟେ କ୍ରୋଏସିଆ ଇତିହାସ ରଚିବା ଅପେକ୍ଷାରେ। ଦର୍ଶକଙ୍କ ଅନାଇ ବସିଛନ୍ତି ଏକ ରୋମାଞ୍ଚକର ମ୍ୟାଚକୁ। ଅନ୍ୟପଟେ ତୃତୀୟ ସ୍ଥାନ ପାଇଁ ଶନିବାର ଦିନ ମୁହାଁମୁହିଁ ହେବେ ବେଲଜିୟମ୍ ଏବଂ ଇଂଲଣ୍ଡ ଟିମ୍‌।

Image result for mario mandzukic

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story