କଟକ: ବାରବାଟୀରେ ଓପନ୍ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍ ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମ ପରିସର ସଚିନ ଇନଡୋର ହଲରେ ଆରମ୍ଭ ହୋଇଛି ସର୍ବଭାରତୀୟ ଓପନ୍ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍। ଆଇଏସ୍ ଚେସ୍ ସେଣ୍ଟର ଆନୁକୁଲ୍ୟରେ ପ୍ରଥମ ଥର ପାଇଁ କଟକରେ ଏହି ଚାମ୍ପିଅନସିପ୍ ଖେଳାଯାଉଛି। ୫ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରେ ଓଡ଼ିଶା ସମେତ ୮ଟି ରାଜ୍ୟର ୨ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି। ଟୁର୍ନାମେଣ୍ଟରେ ଭଲ ପ୍ରର୍ଦଶନ କରି ଖେଳାଳିମାନେ ରେଟିଂରେ ଉନ୍ନତି ଆଣି ପାରିବେ ବୋଲି ଆୟୋଜକ କହିଛନ୍ତି।

chasi

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 02:09 PM IST

କଟକ: ବାରବାଟୀ ଷ୍ଟାଡିୟମ ପରିସର ସଚିନ ଇନଡୋର ହଲରେ ଆରମ୍ଭ ହୋଇଛି ସର୍ବଭାରତୀୟ ଓପନ୍ ଫିଡେ ରେଟିଂ ଚେସ୍ ଚାମ୍ପିଅନସିପ୍। ଆଇଏସ୍ ଚେସ୍ ସେଣ୍ଟର ଆନୁକୁଲ୍ୟରେ ପ୍ରଥମ ଥର ପାଇଁ କଟକରେ ଏହି ଚାମ୍ପିଅନସିପ୍ ଖେଳାଯାଉଛି।

୫ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନସିପରେ ଓଡ଼ିଶା ସମେତ ୮ଟି ରାଜ୍ୟର ୨ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି। ଟୁର୍ନାମେଣ୍ଟରେ ଭଲ ପ୍ରର୍ଦଶନ କରି ଖେଳାଳିମାନେ ରେଟିଂରେ ଉନ୍ନତି ଆଣି ପାରିବେ ବୋଲି ଆୟୋଜକ କହିଛନ୍ତି।

Related story