ରିଚାର୍ଡ୍ସ ଓ ବାବରଙ୍କୁ ପଛରେ ପକାଇଲେ ହୋପ୍‌

କଟକ (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍ ଓପ୍ନର ଶାଇ ହୋପ୍ ଦିନିକିଆରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ହୋପ୍ ୱେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ଦ୍ରୁତ ୩ହଜାର ରନ୍ ପୂରଣ କରିଛନ୍ତି। ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷ ତୃତୀୟ ଦିନିକିଆରେ ହୋପ୍ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାଛଡ଼ା ହୋପ୍ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୩ହଜାର ରନ୍ କରିଛନ୍ତି। ହୋପ୍ ମାତ୍ର ୬୭ ଇନିଂସରେ ଏହି କାରନାମା କରିଛନ୍ତି। ତେବେ ଦିନିକିଆରେ ଦ୍ରୁତ […]

hople

hople

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 06:59 PM IST

କଟକ (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍ ଓପ୍ନର ଶାଇ ହୋପ୍ ଦିନିକିଆରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ହୋପ୍ ୱେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ଦ୍ରୁତ ୩ହଜାର ରନ୍ ପୂରଣ କରିଛନ୍ତି। ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷ ତୃତୀୟ ଦିନିକିଆରେ ହୋପ୍ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଏହାଛଡ଼ା ହୋପ୍ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୩ହଜାର ରନ୍ କରିଛନ୍ତି। ହୋପ୍ ମାତ୍ର ୬୭ ଇନିଂସରେ ଏହି କାରନାମା କରିଛନ୍ତି। ତେବେ ଦିନିକିଆରେ ଦ୍ରୁତ ୩ହଜାର ରନ୍ ପୂରଣ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କ ନାଁ (୫୭ ଇନିଂସ) ରେ ରହିଛି।

ହୋପ୍ ଦ୍ରୁତ ୩ହଜାର ରନ୍ କରିବା ମାମଲାରେ ନିଜ ଦେଶର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡ୍ସଙ୍କୁ ପଛରେ ପକାଇଛନ୍ତି। ରିଚାର୍ଡ୍ସ ୬୯ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବାବର ଆମର ୬୮ ଇନିଂସରେ ୩ହଜାର ରନ୍ ପୂରଣ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story