ଡିସେମ୍ୱର ୧୭ରୁ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟବଲ୍ ଟୁର୍ନାମେଣ୍ଟ

ଭୁବନେଶ୍ୱର: ଡିସେମ୍ୱର ୧୭ରୁ ଭୁବନେଶ୍ୱର ୟୁନିଟ-୬ ଗ୍ରାଉଣ୍ଡରେ ଆରମ୍ଭ ହେବ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟବଲ ଟୁର୍ନାମେଣ୍ଟ। ୟୁନିଟ-୬ ଆଥଲେଟିକ୍ସ ଆସୋସିଏସନ୍ ଏହି ଟୁର୍ନାମେଣ୍ଟକୁ ଆୟୋଜନ କରୁଛି। ୧୫ ବର୍ଷରୁ କମ୍ ବୟସ ବର୍ଗଙ୍କୁ ନେଇ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୧୦ଟି ଦଳ ଭାଗ ନେବେ। ଡିସେମ୍ୱର ୨୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ଚାମ୍ପିଅନସିପରେ ଶ୍ରେଷ୍ଠ ଖେଳାଳିଙ୍କୁ ଜାମସେଦପୁର ଟାଟା ଫୁଟବଲ୍ ଏକାଡେମିକୁ ତାଲିମ୍ ପାଇଁ ପଠାଯିବ।

unit-8

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 06:05 PM IST

Related story