ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଚାହାନ୍ତି ଗାଙ୍ଗୁଲି, କିନ୍ତୁ...

କୋଲକାତା: ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ସେ ଏବେ ଏଥିପାଇଁ ପ୍ରସ୍ତୁତି ନାହାନ୍ତି। କୋଚ୍ ହେବା ପାଇଁ ଏବେ ତାଙ୍କ ପାଖରେ ସମୟ ନାହିଁ। ସୂଚନାଯୋଗ୍ୟ, ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଏବଂ ବିସିସିଆଇ ପରବର୍ତ୍ତୀ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିସାରିଛି। ଶୁକ୍ରବାର ଗାଙ୍ଗୁଲି କହିଛନ୍ତି, ମୁଁ କୋଚ୍ ହେବା ପାଇଁ […]

ganguly

ganguly

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 09:35 PM IST

Sports

Latest News

କୋଲକାତା: ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ସେ ଏବେ ଏଥିପାଇଁ ପ୍ରସ୍ତୁତି ନାହାନ୍ତି। କୋଚ୍ ହେବା ପାଇଁ ଏବେ ତାଙ୍କ ପାଖରେ ସମୟ ନାହିଁ। ସୂଚନାଯୋଗ୍ୟ, ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଏବଂ ବିସିସିଆଇ ପରବର୍ତ୍ତୀ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିସାରିଛି।

ଶୁକ୍ରବାର ଗାଙ୍ଗୁଲି କହିଛନ୍ତି, ମୁଁ କୋଚ୍ ହେବା ପାଇଁ ଇଚ୍ଛୁକ, କିନ୍ତୁ ଏବେ ନୁହେଁ। ଆଉ ଗୋଟିଏ ଫେଜ୍ ଯାଉ, ତା'ପରେ ମୁଁ ଏହି ଦୌଡ଼ରେ ସାମିଲ୍ ହେବି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)ର ଅଧ୍ୟକ୍ଷ ଅଛନ୍ତି। ଏହାସହ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଛନ୍ତି। ସେ କ୍ରିକେଟ୍ କମେଣ୍ଟ୍ରି ସହ ଲୋକପ୍ରିୟ ଟିଭି ଶୋ'ରେ ମଧ୍ୟ ହୋଷ୍ଟ୍ କରୁଛନ୍ତି।

ଗାଙ୍ଗୁଲି କହିଛନ୍ତି, "ବର୍ତ୍ତମାନ ମୁଁ ଅନେକ କାମରେ ବ୍ୟସ୍ତ ଅଛି, ଯେଉଁଥିରେ ଆଇପିଏଲ୍, ସିଏବି ଏବଂ ଟିଭି କମେଣ୍ଟ୍ରି ସାମିଲ୍ ଅଛି। ପ୍ରଥମେ ମୁଁ ଏହି କାମ ଠିକ୍ ଭାବେ କରିସାରେ। କିନ୍ତୁ ଭବିଷ୍ୟତରେ ମୁଁ ନିଶ୍ଚିତ ଭାବେ କୋଚ୍ ପାଇଁ ଆବେଦନ କରିବି। କୋଚ୍ ପାଇଁ ମୋର ବହୁତ ରୁଚି ଅଛି, କିନ୍ତୁ ଏବେ ମୁଁ ଚାହୁଁନି।"

କୋଚ୍ ପଦ ପାଇଁ ପୁଣିଥରେ ରବି ଶାସ୍ତ୍ରୀଙ୍କୁ ଚୟନ କରାଯିବା ଏକପ୍ରକାର ପକ୍କା, କାରଣ କ୍ୟାପଟେନ୍ ବିରାଟ୍ କୋହଲି ଖୋଲାଖୋଲି ଭାବେ ତାଙ୍କ ସମର୍ଥନ କରିଛନ୍ତି। ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ର ମୁଖ୍ୟ କପିଲ୍ ଦେବ ମଧ୍ୟ ବିରାଟଙ୍କ ମତାମତକୁ ସମ୍ମାନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story