ମୁମ୍ବାଇର ହ୍ୟାଟ୍ରିକ୍‌ ପରାଜୟ: ଦିଲ୍ଲୀକୁ ଏକାକି ଜିତାଇଲେ ଏହି ବିଦେଶୀ

୭ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଚଳିତ ଆଇପିଏଲର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇର ବିଶାଳ ଟାର୍ଗେଟକୁ ହାସଲ କରିନେଇଛି ଦିଲ୍ଲୀ। ଜସନ ରୟ ୫୩ ବଲରୁ ଅପରାଜିତ ୯୧ ରନର ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌କୁ ଜିତାଇଛନ୍ତି। ଏହାସହ ରିଷବ ପନ୍ତ ମଧ୍ୟ ୨୫ ବଲରୁ ୪୭ରନ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୩ଟିରେ […]

sss

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 08:02 PM IST

୭ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଚଳିତ ଆଇପିଏଲର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇର ବିଶାଳ ଟାର୍ଗେଟକୁ ହାସଲ କରିନେଇଛି ଦିଲ୍ଲୀ। ଜସନ ରୟ ୫୩ ବଲରୁ ଅପରାଜିତ ୯୧ ରନର ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌କୁ ଜିତାଇଛନ୍ତି। ଏହାସହ ରିଷବ ପନ୍ତ ମଧ୍ୟ ୨୫ ବଲରୁ ୪୭ରନ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ୩ଟିରେ ପରାସ୍ତ ହେବା ସହ ପୟଣ୍ଟ ଟେବୁଲରେ ନିମ୍ନରେ ରହିଛି। ମୁମ୍ବାଇର ଖରାପ ପ୍ରଦର୍ଶନ ଜାରି ରହିଛି।

Related story