ବିଜୟ ହଜାରେ ଟ୍ରଫି ଖେଳିବେ ଧୱନ୍, ପନ୍ତ ଓ ସାଇନି!

ନୂଆଦିଲ୍ଲୀ: ଦିଲ୍ଲୀର ଅନ୍ତର୍ଜାତୀୟ କ୍ରିକେଟର୍ ଶିଖର ଧୱନ୍, ରିଷଭ ପନ୍ତ ଓ ନଭଦୀପ ସାଇନି ବିଜୟ ହଜାରେ ଟ୍ରଫିରେ ରାଜ୍ୟ ଟିମ୍ ପକ୍ଷରୁ ଖେଳିବା ପାଇଁ ଉପଲବ୍ଧ ରହିବେ। ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୪ ତାରିଖରେ ବିଦର୍ଭ ବିପକ୍ଷରେ ଖେଳିବ। ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ୨୨୨ ତାରିଖରେ ବେଙ୍ଗାଲୁରୁରେ ଶେଷ ହେବ, କିନ୍ତୁ ରାଜ୍ୟର ଏହି ଅଗ୍ରଣୀ ଖେଳାଳି ଜାତୀୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ରହିବେ ବୋଲି ଦିଲ୍ଲୀ ଆଣ୍ଡ […]

vijay-hazare

vijay-hazare

Ranjit Kumar Jena
  • Published: Tuesday, 17 September 2019
  • Updated: 17 September 2019, 08:22 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଅନ୍ତର୍ଜାତୀୟ କ୍ରିକେଟର୍ ଶିଖର ଧୱନ୍, ରିଷଭ ପନ୍ତ ଓ ନଭଦୀପ ସାଇନି ବିଜୟ ହଜାରେ ଟ୍ରଫିରେ ରାଜ୍ୟ ଟିମ୍ ପକ୍ଷରୁ ଖେଳିବା ପାଇଁ ଉପଲବ୍ଧ ରହିବେ। ଦିଲ୍ଲୀ ତା'ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୪ ତାରିଖରେ ବିଦର୍ଭ ବିପକ୍ଷରେ ଖେଳିବ।

ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ୨୨୨ ତାରିଖରେ ବେଙ୍ଗାଲୁରୁରେ ଶେଷ ହେବ, କିନ୍ତୁ ରାଜ୍ୟର ଏହି ଅଗ୍ରଣୀ ଖେଳାଳି ଜାତୀୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ରହିବେ ବୋଲି ଦିଲ୍ଲୀ ଆଣ୍ଡ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ରଜତ ଶର୍ମା ସୂଚନା ଦେଇଛନ୍ତି। ପନ୍ତ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ରହିଥିବାରୁ ସେ ପ୍ରଥମ କିଛି ମ୍ୟାଚ୍ ପରେ ଉପଲବ୍ଧ ରହିବେ ନାହିଁ। ତେବେ ଧୱନ୍ ସବୁ ମ୍ୟାଚ୍ ଖେଳିବେ ବୋଲି ଆଶା ରହିଛି।

ଏ ନେଇ ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମା କହିଛନ୍ତି, ଧୱନ୍, ପନ୍ତ ଓ ସାଇନିଙ୍କ ଉପଲବ୍ଧ ରହିବା ରାଜ୍ୟ ଟିମ୍ ପାଇଁ ଖୁସି ଖବର। ଏହାଛଡ଼ା ଭବିଷ୍ୟତରେ ଯଦି ସମୟ ମିଳେ, ତାହେଲେ ଈଶାନ୍ତ ଶର୍ମା ଓ ବିରାଟ୍ କୋହଲି ମଧ୍ୟ ଦିଲ୍ଲୀ ପକ୍ଷରୁ ଖେଳିବେ। ଉଭୟ ବିରାଟ୍ ଓ ଈଶାନ୍ତ ଦିଲ୍ଲୀ କ୍ରିକେଟରେ ଯୋଗଦାନ କରିବାକୁ ଚାହାନ୍ତି ଏବଂ ମୋର ପୂରା ବିଶ୍ୱାସ ଯେ ଯଦି ସମ୍ଭବ ହୁଏ ସେମାନେ ନିଶ୍ଚୟ ମଇଦାନକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story