ଧୋନି ହେବେ ଝାଡ଼ଖଣ୍ଡ ପର୍ଯ୍ୟଟନର ବ୍ରାଣ୍ଡଆମ୍ବାସଡର

ରାଞ୍ଚି: ଝାଡ଼ଖଣ୍ଡ ପର୍ଯ୍ୟଟନର ବିକାଶ ପାଇଁ କାର୍ଯ୍ୟ କରିବେ ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏଥିପାଇଁ ତାଙ୍କୁ ଝାଡ଼ଖଣ୍ଡ ପର୍ଯ୍ୟଟନର ବ୍ରାଣ୍ଡଆମ୍ବାସଡ଼ର କରାଯିବ। ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ।

Dhoni

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 04:24 PM IST

Related story