ଫେଡେରେସନ୍ କପ୍: ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଦୂତୀ, ପୂର୍ଣ୍ଣିମାଙ୍କୁ ରୌପ୍ୟ

ପଟିଆଲା: ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ସ୍ୱର୍ଣ୍ଣିମ ସଫଳତା ଜାରି ରଖିଛନ୍ତି। ୨୦୦ ମିଟର ପରେ ଦୂତୀ ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ ୧୧.୪୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରାନ୍ ୧୧.୭୨ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ […]

dutee

dutee

Ranjit Kumar Jena
  • Published: Monday, 18 March 2019
  • Updated: 18 March 2019, 08:02 PM IST

Sports

Latest News

ପଟିଆଲା: ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ସ୍ୱର୍ଣ୍ଣିମ ସଫଳତା ଜାରି ରଖିଛନ୍ତି। ୨୦୦ ମିଟର ପରେ ଦୂତୀ ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ ୧୧.୪୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରାନ୍ ୧୧.୭୨ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ଏବଂ କେରଳର ରଙ୍ଗା କେ. ୧୧.୭୫ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଚଳିତ ଚାମ୍ପିଅନଶିପରେ ଓଡ଼ିଶା ଆଉଜଣେ ମହିଳା ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ହେପ୍ଟାଥଲନରେ ରୌପ୍ୟ ପଦକ ଜିତିଛନ୍ତି। ପୂର୍ଣ୍ଣିମା ମୋଟ ୫୫୭୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି। ଏହି ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ୱେଷ୍ଟ ବେଙ୍ଗଲର ସ୍ୱପ୍ନା ବର୍ମନ ୫୯୦୧ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାମିଲନାଡୁର ଏମ. ସୌମିୟା ୫୨୯୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେବେ ମହିଳା ୧୦୦ ମିଟର ହର୍ଡଲ୍ସରେ ଓଡ଼ିଶା ପ୍ରଜ୍ଞା ପ୍ରଶାନ୍ତି ସାହୁ ଖାଲି ହାତରେ ଫେରିଛନ୍ତି। ଫାଇନାଲରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story