ଫାଲକନ୍ ଆଇଟା ସୁପର ସିରିଜ୍ ଟେନିସ୍: ଓଡ଼ିଶାର ଋତୁପର୍ଣ୍ଣା ଚାମ୍ପିଅନ୍

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫାଲକନ୍ ଓଟିଏ-ଆଇଟା ସୁପର୍ ସିରିଜ୍ ଟେନିସରେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ଓଡ଼ିଶାର ଋତୁପର୍ଣ୍ଣା ଚୌଧୁରୀ ଚାମ୍ପିଅନ୍ ହୋଇଛନ୍ତି। ସେହିପରି ବାଳକ ବର୍ଗରେ ପଂଜାବର ଯଶଭିନ୍ ସିଡାନା ବିଜୟୀ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ସେମି ଫାଇନାଲରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଋତୁପର୍ଣ୍ଣା ପଞ୍ଚମ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ଖେଳାଳି ପ୍ରେରଣା ଭି ବିଚାରିଙ୍କୁ ୬-୦, ୬-୩ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଆଜି ସେ ଫାଇନାଲରେ ସେ ତୃତୀୟ ମାନ୍ୟତାପ୍ରାପ୍ତ କର୍ଣ୍ଣାଟକର ତ୍ରିଶା […]

falcon-ita-superseries

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 10:03 AM IST

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫାଲକନ୍ ଓଟିଏ-ଆଇଟା ସୁପର୍ ସିରିଜ୍ ଟେନିସରେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ଓଡ଼ିଶାର ଋତୁପର୍ଣ୍ଣା ଚୌଧୁରୀ ଚାମ୍ପିଅନ୍ ହୋଇଛନ୍ତି। ସେହିପରି ବାଳକ ବର୍ଗରେ ପଂଜାବର ଯଶଭିନ୍ ସିଡାନା ବିଜୟୀ ହୋଇଛନ୍ତି।

ଗୁରୁବାର ଅନୁଷ୍ଠିତ ସେମି ଫାଇନାଲରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଋତୁପର୍ଣ୍ଣା ପଞ୍ଚମ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ଖେଳାଳି ପ୍ରେରଣା ଭି ବିଚାରିଙ୍କୁ ୬-୦, ୬-୩ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଆଜି ସେ ଫାଇନାଲରେ ସେ ତୃତୀୟ ମାନ୍ୟତାପ୍ରାପ୍ତ କର୍ଣ୍ଣାଟକର ତ୍ରିଶା ବିନ୍ଧଙ୍କୁ ଭେଟିଥିଲେ।

ବାଳକ ବିଭାଗରେ ଓଡ଼ିଆଙ୍କ ଅଭିଯାନ କ୍ୱାଟର ଫାଇନାଲରେ ସୀମିତ ରହିଥିଲା।

Related story