ଆଇଏସ୍‌ଏଲ-୩: ଏଫ୍‌ସି ପୁଣେର ନୂଆ ଜର୍ସୀ ଉନ୍ମୋଚିତ

ପୁଣେ: ଆଇଏସ୍‌ଏଲର ତୃତୀୟ ସଂସ୍କରଣ ପାଇଁ ଏଫ୍‌ସି ପୁଣେ ତା’ର ନୂଆ ଜର୍ସୀକୁ ଉନ୍ମୋଚିତ କରିଛି। ଏହି ଜର୍ସୀରେ ଆକାଶୀ ଓ କମଳାରଙ୍ଗର ମିଶ୍ରଣ ରହିଛି। ପୋଷାକର ଉପରି ଭାଗରେ ଆକାଶୀ ରଙ୍ଗର ପଟି ରହିଥିବା ବେଳେ ତଳଭାଗରେ କମଳା ରଙ୍ଗ ରହିଛି। ଉନ୍ମୋଚନ ଉତ୍ସବରେ ଦଳର ବରିଷ୍ଟ ଖେଳାଳି, କୋଚ ଓ ଦଳର ଫ୍ରାଞ୍ଚାଇଜ୍‌ ଉପସ୍ଥିତ ଥିଲେ। ଦଳର ମୁଖ୍ୟ କୋଚ୍‌ଆଣ୍ଟେନିଓ ହାବାସ୍‌ କହିଛନ୍ତି,“ଚଳିତ ବର୍ଷ ଆମେ ଆମ ଜର୍ସୀରେ ଟିକେ ପରିବର୍ତ୍ତନ କରିଛୁ। ଆଜି […]

pune

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 07:20 PM IST

ପୁଣେ: ଆଇଏସ୍‌ଏଲର ତୃତୀୟ ସଂସ୍କରଣ ପାଇଁ ଏଫ୍‌ସି ପୁଣେ ତା’ର ନୂଆ ଜର୍ସୀକୁ ଉନ୍ମୋଚିତ କରିଛି। ଏହି ଜର୍ସୀରେ ଆକାଶୀ ଓ କମଳାରଙ୍ଗର ମିଶ୍ରଣ ରହିଛି। ପୋଷାକର ଉପରି ଭାଗରେ ଆକାଶୀ ରଙ୍ଗର ପଟି ରହିଥିବା ବେଳେ ତଳଭାଗରେ କମଳା ରଙ୍ଗ ରହିଛି।

ଉନ୍ମୋଚନ ଉତ୍ସବରେ ଦଳର ବରିଷ୍ଟ ଖେଳାଳି, କୋଚ ଓ ଦଳର ଫ୍ରାଞ୍ଚାଇଜ୍‌ ଉପସ୍ଥିତ ଥିଲେ।

ଦଳର ମୁଖ୍ୟ କୋଚ୍‌ଆଣ୍ଟେନିଓ ହାବାସ୍‌ କହିଛନ୍ତି,“ଚଳିତ ବର୍ଷ ଆମେ ଆମ ଜର୍ସୀରେ ଟିକେ ପରିବର୍ତ୍ତନ କରିଛୁ। ଆଜି ତାହାକୁ ଉନ୍ମୋଚନ କରିଛୁ। ଆମେ ଆଶା କରୁଛୁ କି ଏହା ଲୋକାଦୃତ ହେବ।”

Related story