ଫିଫା ରାଙ୍କର ୧୨୯ତମ ସ୍ଥାନରେ ଭାରତ

ଜୁରିଚ୍‌: ୬ଟି ସ୍ଥାନ ଉପରକୁ ଉଠି ଭାରତ ଫିଫା ଫୁଟବଲ ରାଙ୍କର ୧୨୯ ତମ ସ୍ଥାନରେ ପହଞ୍ଚିଛି। ଗତ ୧୦ ବର୍ଷ ମଧ୍ୟରେ ଏହା ଭାରତ ଶ୍ରେଷ୍ଠ ରାଙ୍କ। ଏନେଇ ଫିଫା ଗଭର୍ଣ୍ଣିଂ ବଡି ପକ୍ଷରୁ ଆଜି ସୂଚନା ଦିଆଯାଇଛି। ୨୦୦୫ରେ ଭାରତ ଫିଫା ରାଙ୍କର ୧୨୭ ତମ ସ୍ଥାନରେ ଥିଲା। ଗତ ଦୁଇ ବର୍ଷରେ ଭାରତୀୟ ଫୁଟବଲରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୧୫ ମାର୍ଚ୍ଚରେ ଭାରତ ୧୭୩ ତମ ସ୍ଥାନରେ ଥିଲା। ସେବେଠାରୁ ବର୍ତ୍ତମାନ ସୁଦ୍ଧା […]

india_football_team

india_football_team

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 05:55 PM IST

Sports

Latest News

ଜୁରିଚ୍‌: ୬ଟି ସ୍ଥାନ ଉପରକୁ ଉଠି ଭାରତ ଫିଫା ଫୁଟବଲ ରାଙ୍କର ୧୨୯ ତମ ସ୍ଥାନରେ ପହଞ୍ଚିଛି। ଗତ ୧୦ ବର୍ଷ ମଧ୍ୟରେ ଏହା ଭାରତ ଶ୍ରେଷ୍ଠ ରାଙ୍କ। ଏନେଇ ଫିଫା ଗଭର୍ଣ୍ଣିଂ ବଡି ପକ୍ଷରୁ ଆଜି ସୂଚନା ଦିଆଯାଇଛି।

୨୦୦୫ରେ ଭାରତ ଫିଫା ରାଙ୍କର ୧୨୭ ତମ ସ୍ଥାନରେ ଥିଲା। ଗତ ଦୁଇ ବର୍ଷରେ ଭାରତୀୟ ଫୁଟବଲରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୧୫ ମାର୍ଚ୍ଚରେ ଭାରତ ୧୭୩ ତମ ସ୍ଥାନରେ ଥିଲା। ସେବେଠାରୁ ବର୍ତ୍ତମାନ ସୁଦ୍ଧା ଭାରତ ୪୨ଟି ସ୍ଥାନ ଉପରକୁ ଉଠି ୧୨୯ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story