ଫିଫା ବିଶ୍ୱକପ୍‌: କ୍ୱାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ ବ୍ରାଜିଲ-କ୍ରୋଏସିଆ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ପ୍ରଥମ କ୍ୱାର୍ଟର ଫାଇନାଲରେ ହେବ ବ୍ରାଜିଲ୍-କ୍ରୋଏସିଆ ମୁକାବିଲା। ଶୁକ୍ରବାର ଏହି ମ୍ୟାଚ ଖେଳାଯିବ। ଗତକାଲି ଏକ ମ୍ୟାଚରେ ବ୍ରାଜିଲ୍ ୪-୧ ଗୋଅଲ୍‌ରେ ଦକ୍ଷିଣ କୋରିଆକୁ ହରାଇଥିଲା । ଏହି ହାର୍ ପରେ କ୍ୱାର୍ଟର ଦୌଡ଼ରୁ ବାଦ୍ ପଡିଛି ଦକ୍ଷିଣ କୋରିଆ। ୬୮ ବର୍ଷ ପରେ ବ୍ରାଜିଲ୍ ପ୍ରଥମାର୍ଦ୍ଧରେ ୪ ଗୋଲ୍ ସ୍କୋର କରିଥିଲା। ୧୯୫୪ରେ ମେକ୍ସିକୋ ବିପକ୍ଷରେ ବ୍ରାଜିଲ୍ ଏପରି କାରନାମା ଦେଖାଇଥିଲା। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଭିନିସିଅସ୍ ପ୍ରଥମ ଗୋଲ୍ ଦେଇଥିଲେ। […]

FIFA World Cup

FIFA World Cup

Madhupriya Mistry
  • Published: Tuesday, 06 December 2022
  • Updated: 06 December 2022, 08:35 AM IST

Sports

Latest News

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ପ୍ରଥମ କ୍ୱାର୍ଟର ଫାଇନାଲରେ ହେବ ବ୍ରାଜିଲ୍-କ୍ରୋଏସିଆ ମୁକାବିଲା। ଶୁକ୍ରବାର ଏହି ମ୍ୟାଚ ଖେଳାଯିବ। ଗତକାଲି ଏକ ମ୍ୟାଚରେ ବ୍ରାଜିଲ୍ ୪-୧ ଗୋଅଲ୍‌ରେ ଦକ୍ଷିଣ କୋରିଆକୁ ହରାଇଥିଲା । ଏହି ହାର୍ ପରେ କ୍ୱାର୍ଟର ଦୌଡ଼ରୁ ବାଦ୍ ପଡିଛି ଦକ୍ଷିଣ କୋରିଆ।

୬୮ ବର୍ଷ ପରେ ବ୍ରାଜିଲ୍ ପ୍ରଥମାର୍ଦ୍ଧରେ ୪ ଗୋଲ୍ ସ୍କୋର କରିଥିଲା। ୧୯୫୪ରେ ମେକ୍ସିକୋ ବିପକ୍ଷରେ ବ୍ରାଜିଲ୍ ଏପରି କାରନାମା ଦେଖାଇଥିଲା। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଭିନିସିଅସ୍ ପ୍ରଥମ ଗୋଲ୍ ଦେଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଜାପାନକୁ ହରାଇଥିଲା କ୍ରୋଏସିଆ।  ପେନାଲ୍ଟି ସୁଟ୍ ଆଉଟ୍‌ରେ କ୍ରୋଏସିଆ ୩-୧ରେ ଜିତିଯାଇଥିଲା।

୨୦୧୮ରେ ରୁଷିଆ, ଡେନମାର୍କକୁ କ୍ରୋଏସିଆ ଏଭଳି ପରାସ୍ତ କରିଥିଲା। ଜାପାନର ପେନାଲ୍ଟି ସୁଟ୍ ଆଉଟ୍ ଦୁର୍ଭାଗ୍ୟ ଜାରି ରହିଛି। ୨୦୧୦ରେ ପାରାଗୁଏଠୁ ମଧ୍ୟ ଜାପାନ ସୁଟ୍ ଆଉଟ୍‌ରେ ହାରି ବିଦାୟ ନେଇଥିଲା।

ଆଜି ଫିଫା ବିଶ୍ୱକପ୍ଅରେ ୨ଟି ମ୍ୟାଚ ଖେଳାଯିବ। ମରକ୍କୋ-ସ୍ପେନ୍ ଓ ପର୍ତ୍ତୁଗାଲ-ସ୍ୱିଜରଲାଣ୍ଡ ମଧ୍ୟରେ ମୁକାବିଲା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story