ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଚୂଡ଼ାନ୍ତ କାର୍ଯସୂଚୀ ଘୋଷିତ

ଦୁବାଇ: ଆଗାମୀ ଆଇସିସି ମହିଳା ଟିସ-୨୦ ବିଶ୍ୱକପର ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ରବିବାର ଶେଷ ହୋଇଥିବା ଗ୍ଲୋବାଲ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଥାଇଲ୍ୟାଣ୍ଡ୍ ଓ ବାଂଲାଦେଶ ଏହି ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବା ପରେ ସବୁ ଦେଶ ଗୁଡ଼ିକାର ନାଁ ନିର୍ଦ୍ଧାରିତ ହୋଇଛି। ସ୍କଟଲ୍ୟାଣ୍ଡରେ ଆୟୋଜିତ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ବାଂଲାଦେଶ ମହିଳା ଟିମ୍ ବିଜୟ ହାସଲ କରିଛି ଏବଂ ବିଶ୍ୱକପ୍ ପାଇଁ ଗ୍ରୁପ୍-ଏ’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ, […]

women-t-20-wc

women-t-20-wc

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 07:09 PM IST

Sports

Latest News

ଦୁବାଇ: ଆଗାମୀ ଆଇସିସି ମହିଳା ଟିସ-୨୦ ବିଶ୍ୱକପର ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ରବିବାର ଶେଷ ହୋଇଥିବା ଗ୍ଲୋବାଲ୍ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଥାଇଲ୍ୟାଣ୍ଡ୍ ଓ ବାଂଲାଦେଶ ଏହି ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବା ପରେ ସବୁ ଦେଶ ଗୁଡ଼ିକାର ନାଁ ନିର୍ଦ୍ଧାରିତ ହୋଇଛି।

ସ୍କଟଲ୍ୟାଣ୍ଡରେ ଆୟୋଜିତ କ୍ୱାଲିଫାଇଙ୍ଗ୍ ଇଭେଣ୍ଟରେ ବାଂଲାଦେଶ ମହିଳା ଟିମ୍ ବିଜୟ ହାସଲ କରିଛି ଏବଂ ବିଶ୍ୱକପ୍ ପାଇଁ ଗ୍ରୁପ୍-ଏ'ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ଟିମ୍ ରହିଛନ୍ତି। ଅନ୍ୟପକ୍ଷରେ ୧୨ ବର୍ଷ ତଳେ ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିବା ଥାଇଲ୍ୟାଣ୍ଡ ଟିମ୍ ବିଶ୍ୱକପକୁ କ୍ୱାଲିଫାଏ କରି ଇତିହାସ ରଚିଛି। ଏହି ଟିମକୁ ଗ୍ରୁପ୍-ବି'ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ସହ ରଖାଯାଇଛି।

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୦ ଅର୍ଗାନାଇଜିଂ କମିଟିର ସିଇଓ ନିକ୍ ହକଲେ କହିଛନ୍ତି, "ଅଷ୍ଟ୍ରେଲିଆରେ ହେବାକୁଥିବା ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆମେ ବାଂଲାଦେଶ ଓ ଥାଇଲ୍ୟାଣ୍ଡକୁ ସ୍ୱାଗତ କରୁଛୁ । ଆମେ ଆଶା କରୁଛୁ ଯେ, ଉଭୟ ଦଳକୁ ଅଷ୍ଟ୍ରେଲିଆର ଭରପୂର ଭଲପାଇବା ଏବଂ ସମର୍ଥନ ମିଳିବ।" ଥାଲଇ୍ୟାଣ୍ଡ୍ ଟିମ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବାଂଲାଦେଶ ନିକଟରୁ ୭୦ ରନରେ ପରାସ୍ତ ହୋଇଥିଲା।

ଥାଇଲ୍ୟାଣ୍ଡ୍ ତା'ର ପ୍ରଥମ ମ୍ୟାଚରେ ଫେବୃଆରୀ ୨୨ ତାରିଖରେ ୱେଷ୍ଟଇଣ୍ଡିଜକୁ ଭେଟିବ। ଅନ୍ୟପକ୍ଷରେ ବାଂଲାଦେଶ ତା'ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଏବଂ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଫେବୃଆରୀ ୨୭ ତାରିଖରେ ଖେଳାଯିବ। ୨୦୧୮ରେ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପରେ ଭାଗ ନେଇଥିବା ଟିମ୍ ମଧ୍ୟରୁ ଶୀର୍ଷ-୮ ଟିମକୁ ଆସନ୍ତା ବର୍ଷ ହେବାକୁଥିବା ଟୁର୍ଣ୍ଣାମେଣ୍ଟ ପାଇଁ ସିଧାସଳଖ ଏଣ୍ଟ୍ରି ମିଳିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ଫେବୃଆରୀ ୨୧ ତାରିଖରେ ଭେଟିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମେଲବର୍ଣ୍ଣରେ ମାର୍ଚ୍ଚ ୮ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story