ୱିମ୍ବଲଡନ୍: ଫାଇନାଲରେ ଜୋକୋଭିକ୍

ଲଣ୍ଡନ: ୱିମ୍ବଲଡନର ପୁରୁଷ ସିଙ୍ଗିଲ୍ ଫାଇନାଲରେ ପହଞ୍ଚି ଯାଇଛନ୍ତି ନୋଭାକ ଜୋକୋଭିକ୍। ଶୁକ୍ରବାର ଫ୍ରାନ୍ସର ରିଚାର୍ଡ ଗାସକୁଏଟଙ୍କୁ ୭-୬ (୭/୨), ୬-୪, ୬-୪ରେ ହରାଇ ସେ ଗତ ୫ ବର୍ଷରେ ଚତୁର୍ଥ ଥର ପାଇଁ ୱିମ୍ବଲଡନର ଫାଇନାଲରେ ପହଞ୍ଚିଯାଇଛନ୍ତି। ତା’ସହିତ ପ୍ରଥମ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୱିମ୍ବଲଡନ, ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତାଙ୍କର ତୃତୀୟ ୱିମ୍ବଲଡନ ଟାଇଟଲ୍ ପାଇଁ ଫାଇନାଲରେ ଲଢ଼ିବେ। ସେ ଏହି ଟାଇଟଲକୁ ପୁଣି […]

jokovik

jokovik

Rakesh Mallick
  • Published: Friday, 10 July 2015
  • Updated: 10 July 2015, 04:32 PM IST

Sports

Latest News

ଲଣ୍ଡନ: ୱିମ୍ବଲଡନର ପୁରୁଷ ସିଙ୍ଗିଲ୍ ଫାଇନାଲରେ ପହଞ୍ଚି ଯାଇଛନ୍ତି ନୋଭାକ ଜୋକୋଭିକ୍। ଶୁକ୍ରବାର ଫ୍ରାନ୍ସର ରିଚାର୍ଡ ଗାସକୁଏଟଙ୍କୁ ୭-୬ (୭/୨), ୬-୪, ୬-୪ରେ ହରାଇ ସେ ଗତ ୫ ବର୍ଷରେ ଚତୁର୍ଥ ଥର ପାଇଁ ୱିମ୍ବଲଡନର ଫାଇନାଲରେ ପହଞ୍ଚିଯାଇଛନ୍ତି। ତା’ସହିତ ପ୍ରଥମ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୱିମ୍ବଲଡନ, ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି।

ସେ ତାଙ୍କର ତୃତୀୟ ୱିମ୍ବଲଡନ ଟାଇଟଲ୍ ପାଇଁ ଫାଇନାଲରେ ଲଢ଼ିବେ। ସେ ଏହି ଟାଇଟଲକୁ ପୁଣି ଜିତିଲେ ନିଜ କ୍ୟାରିୟରେ ନବମ ଥର ପାଇଁ ଏକ ବଡ଼ ଟାଇଟଲ ଜିତିବେ।

ଫାଇନାଲରେ ସେ ସାତଥର ୱିମ୍ବଲଡନ ଟାଇଟଲ ଜିତିଥିବା ରୋଜର ଫେଡେରର ଅବା ବିଶ୍ୱର ତିନି ନମ୍ବର ମାନ୍ୟତାପ୍ରାପ୍ତ ଆଣ୍ଡି ମୁରେଙ୍କ ସହିତ ସଂଘର୍ଷ କରିବେ।

ଗତବର୍ଷ (୨୦୧୪) ଜୋକୋଭିକ୍ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଥିଲେ। ରୋଜର ଫେଡରେରରଙ୍କୁ ହରାଇ ସେ ଏହି ଟାଇଟଲ ହାସଲ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ୱିମ୍ବଲଡନ ଟାଇଟଲ। ଜୋକୋଭିକ୍ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍ ଜିତିଥିଲେ ୨୦୧୧ରେ। ରାଫେଲ ନାଦାଲଙ୍କୁ ମାତ୍ ଦେଇ ସେ ଜିତଥିଲେ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍। ସେହିପରି ୨୦୧୩ରେ ସେ ଫାଇନାଲକୁ ଯାଇଥିଲେ ହେଁ ଆଣ୍ଡି ମୁରେଙ୍କ ଠାରୁ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story