ପ୍ୟାଟ୍ରିକ୍ ଫରହାର୍ଟ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଫିଜିଓଥେରାପିଷ୍ଟ ପ୍ୟାଟ୍ରିକ୍ ଫରହାର୍ଟ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗ ଦେଇଛନ୍ତି। ଭାରତୀୟ ଟିମ୍ ସହ ଫରହାର୍ଟଙ୍କ କାର୍ଯ୍ୟକାଳ ବିଶ୍ୱକପ୍ ସହ ଶେଷ ହୋଇଯାଇଥିଲା। ସେ ଚାରିବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍ ସହ ରହିଥିଲେ। ଫରହାର୍ଟ ଏହା ପୂର୍ବରୁ ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କାମ କରିସାରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ସହ ସେ ତିନିବର୍ଷର ଚୁକ୍ତି କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଫିଜିଓ କହିଛନ୍ତି, ଆଇପିଏଲରେ […]

farhart

farhart

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 06:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଫିଜିଓଥେରାପିଷ୍ଟ ପ୍ୟାଟ୍ରିକ୍ ଫରହାର୍ଟ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗ ଦେଇଛନ୍ତି। ଭାରତୀୟ ଟିମ୍ ସହ ଫରହାର୍ଟଙ୍କ କାର୍ଯ୍ୟକାଳ ବିଶ୍ୱକପ୍ ସହ ଶେଷ ହୋଇଯାଇଥିଲା। ସେ ଚାରିବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍ ସହ ରହିଥିଲେ। ଫରହାର୍ଟ ଏହା ପୂର୍ବରୁ ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କାମ କରିସାରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ସହ ସେ ତିନିବର୍ଷର ଚୁକ୍ତି କରିଛନ୍ତି।

ଏହି ଅଷ୍ଟ୍ରେଲୀୟ ଫିଜିଓ କହିଛନ୍ତି, ଆଇପିଏଲରେ ପୁଣିଥରେ କାମ କରିବା ନେଇ ମୁଁ ବହୁତ ଉତ୍ସାହିତ। ଦିଲ୍ଲୀ କ୍ୟାପିଟାଲ୍ସ ଏଭଳି ଏକ ଟିମ୍, ଯିଏ ଗତ ଦୁଇ ବର୍ଷ ହେବ ସକାରାତ୍ମକ ପରିବର୍ତ୍ତନ କରିଛି, ଯାହାର ଫାଇଦା ମଧ୍ୟ ଦେଖିବାକୁ ମିଳିଛି। ଟିମ୍ ୨୦୧୯ ସିଜନରେ ତୃତୀୟ ସ୍ଥାନରେ ରହିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଧୀରଜ ମଲହୋତ୍ରା କହିଛନ୍ତି, ପ୍ୟାଟ୍ରିକଙ୍କ ଟିମରେ ଯୋଗଦେବା ଆମ ପାଇଁ ସମ୍ମାନର କଥା। ସେ ବିଶ୍ୱର ସର୍ବଶ୍ରେଷ୍ଠ ଫିଜିଓ। ତାଙ୍କ ଉପସ୍ଥିତି ଖେଳାଳିମାନଙ୍କୁ ଫାଇଦା ଯୋଗାଇବ ବୋଲି ଧୀରଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story