ଫ୍ରେଞ୍ଚ ଓପନ୍: ଫାଇନାଲରେ ୱାରିଙ୍କା

ପ୍ୟାରିସ: ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ଷ୍ଟାନିସ୍ଲାସ ୱାରିଙ୍କା। ପ୍ରଥମ ଥର ପାଇଁ ସେ ଫ୍ରେଞ୍ଚ ଓପନର ଫାଇନାଲରେ ପହଞ୍ଚିଛନ୍ତି। ଜୋ-ୱିଲଫ୍ରାଇଡ୍ ସୋଙ୍ଗାଙ୍କୁ ୬-୭,୭-୬ ଓ ୬-୪ ସେଟରେ ହରାଇ ସେ ଫାଇନାଲରେ ସ୍ଥାନ ପାଇଛନ୍ତି। ରବିବାର ହେବ ଫାଇନାଲ। ଆଉ ଏଥିରେ ନୋଭାକ ଜୋକୋଭିକ୍ ଅବା ଆଣ୍ଡି ମୁରେଙ୍କ ମଧ୍ୟରୁ ଜଣଙ୍କୁ ଭେଟିବେ ୱାରିଙ୍କା। କାରଣ ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବ ଜୋକୋଭିକ୍ ଅବା ମୁରେ।

wawrinka

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 05:09 PM IST

ପ୍ୟାରିସ: ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ଷ୍ଟାନିସ୍ଲାସ ୱାରିଙ୍କା। ପ୍ରଥମ ଥର ପାଇଁ ସେ ଫ୍ରେଞ୍ଚ ଓପନର ଫାଇନାଲରେ ପହଞ୍ଚିଛନ୍ତି। ଜୋ-ୱିଲଫ୍ରାଇଡ୍ ସୋଙ୍ଗାଙ୍କୁ ୬-୭,୭-୬ ଓ ୬-୪ ସେଟରେ ହରାଇ ସେ ଫାଇନାଲରେ ସ୍ଥାନ ପାଇଛନ୍ତି।

ରବିବାର ହେବ ଫାଇନାଲ। ଆଉ ଏଥିରେ ନୋଭାକ ଜୋକୋଭିକ୍ ଅବା ଆଣ୍ଡି ମୁରେଙ୍କ ମଧ୍ୟରୁ ଜଣଙ୍କୁ ଭେଟିବେ ୱାରିଙ୍କା। କାରଣ ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବ ଜୋକୋଭିକ୍ ଅବା ମୁରେ।

Related story