ଫ୍ରେଞ୍ଚ ଓପନ: ତୃତୀୟ ରାଉଣ୍ଡରେ ଫେଡେରର

ପ୍ୟାରିସ: ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କଲେ ରୋଜର ଫେଡେରର୍। ବୁଧବାର ଏଠାରେ ଖେଳା ଯାଇଥିବା ଏକ ମ୍ୟାଚରେ ସ୍ପେନର ମାରକେଲ୍ ଗ୍ରାନୋଲରସଙ୍କୁ ହରାଇ ସେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ମାରକେଲଙ୍କୁ ସେ ୬-୨,୭-୬ ଓ ୬-୩ ରେ ପରାସ୍ତ କରିଥିଲେ। ୧୭ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ୍ ହୋଇଥିବା ଫେଡେରର ୨୦୧୨ ୱିମ୍ବେଲଡନ୍ ପର ଠାରୁ କୌଣସି ବଡ଼ ସରିଜ୍ ଜିତି ନାହାନ୍ତି।

rogerfederer

Rakesh Mallick
  • Published: Wednesday, 27 May 2015
  • , Updated: 27 May 2015, 02:51 PM IST

ପ୍ୟାରିସ: ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କଲେ ରୋଜର ଫେଡେରର୍। ବୁଧବାର ଏଠାରେ ଖେଳା ଯାଇଥିବା ଏକ ମ୍ୟାଚରେ ସ୍ପେନର ମାରକେଲ୍ ଗ୍ରାନୋଲରସଙ୍କୁ ହରାଇ ସେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ମାରକେଲଙ୍କୁ ସେ ୬-୨,୭-୬ ଓ ୬-୩ ରେ ପରାସ୍ତ କରିଥିଲେ।

୧୭ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ୍ ହୋଇଥିବା ଫେଡେରର ୨୦୧୨ ୱିମ୍ବେଲଡନ୍ ପର ଠାରୁ କୌଣସି ବଡ଼ ସରିଜ୍ ଜିତି ନାହାନ୍ତି।

Related story