ଗଗନଜୀତ ଜିତିଲେ କୋରିଆ ଓପନ୍

ସିଓଲ: ଭାରତର ଗଲ୍‌ଫ ଷ୍ଟାର୍ ଗଗନଜୀତ ଭୁଲାର ଆଜି କୋରିଆ ଓପନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ୧,୯୬,୦୦୦ ଡଲାରର ପୁରସ୍କାର ରାଶି ଜିତିଛନ୍ତି। କୋରିଆ ଓପନ୍ ଜିତିବା ପରେ ଗଗନଜୀତ ଟ୍ୱିଟ୍‌ କରି ଲେଖିଛନ୍ତି,“୨ ବର୍ଷ ୧୦ ମାସ ଓ ଗୋଟିଏ ଦିନ ଅପେକ୍ଷା ପରେ ଫଳ ମିଳିଛି। ଏହା ଏକ ଭଲ ପ୍ରତ୍ୟାବର୍ତ୍ତନ।” ୫ ଥର ଏସିଆନ୍ ଟୁର ଚାମ୍ପିଅନ୍‌ ହୋଇଥିବା ଗଗନଜୀତଙ୍କର ୨୦୧୪ ଅକ୍ଟୋବର ମାସରେ ମଣିବନ୍ଧରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ଅସ୍ତ୍ରୋପଚାର […]

gaganjeet

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 04:56 PM IST

ସିଓଲ: ଭାରତର ଗଲ୍‌ଫ ଷ୍ଟାର୍ ଗଗନଜୀତ ଭୁଲାର ଆଜି କୋରିଆ ଓପନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ୧,୯୬,୦୦୦ ଡଲାରର ପୁରସ୍କାର ରାଶି ଜିତିଛନ୍ତି।

କୋରିଆ ଓପନ୍ ଜିତିବା ପରେ ଗଗନଜୀତ ଟ୍ୱିଟ୍‌ କରି ଲେଖିଛନ୍ତି,“୨ ବର୍ଷ ୧୦ ମାସ ଓ ଗୋଟିଏ ଦିନ ଅପେକ୍ଷା ପରେ ଫଳ ମିଳିଛି। ଏହା ଏକ ଭଲ ପ୍ରତ୍ୟାବର୍ତ୍ତନ।”

୫ ଥର ଏସିଆନ୍ ଟୁର ଚାମ୍ପିଅନ୍‌ ହୋଇଥିବା ଗଗନଜୀତଙ୍କର ୨୦୧୪ ଅକ୍ଟୋବର ମାସରେ ମଣିବନ୍ଧରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ୨୦୧୩ରେ ସେ ଏସିଆନ୍ ଟୁର୍ ଜିତି ଥିଲେ।

Related story