ଗାଲେ ଟେଷ୍ଟର ଚତୁର୍ଥ ଦିନ, ବିଜୟ ପାଇଁ ୧୫୩ ରନ୍ ଟାର୍ଗେଟ୍ ନେଇ ବ୍ୟାଟିଂ କରୁଛି ଭାରତ

ଗାଲେ: ଗାଲେ ଟେଷ୍ଟ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଦରକାର ୧୫୩ ରନ୍। ଏକ ୱିକେଟରେ ୨୩ ରନରୁ ଆଜି ଖେଳ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଗତକାଲି ଏକମାତ୍ର ବ୍ୟାଟସମ୍ୟାନ ଭାବେ ଓପନର୍ କେ.ଏଲ୍ ରାହୁଲ୍ ୫ ରନ୍ କରି  ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଘରୋଇ ଶ୍ରୀଲଙ୍କା ତାର ଦ୍ୱିତୀୟ ଇନିଂସରେ ୩୬୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ଆଗରେ ୧୭୬ ରନରେ ଟାର୍ଗେଟ୍ ରହିଥିଲା।

test

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 06:07 AM IST

Related story