ଖେଳାଳିଙ୍କୁ ନିର୍ଦ୍ଦେଶ: ନିଜ ଆୟର ଏକ ତୃତୀୟାଂଶ ଅର୍ଥ ସରକାରଙ୍କୁ ଦିଅ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହରିଆଣା ସରକାରଙ୍କ ଅଜବ ନୀତି। ରାଜ୍ୟର ଖେଳାଳିଙ୍କ ଆୟର ଏକ ତୃତୀୟାଂଶକୁ ସରକାରୀ ଖଜଣାକୁ ଦେବା ପାଇଁ ନିର୍ଦ୍ଦେଶ। ରାଜ୍ୟ କ୍ରିଡ଼ା ଏବଂ ଯୁବ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିସରେ ଏପରି କିଛି ଉଲ୍ଲେଖ ହୋଇଛି। ରାଜ୍ୟର ଖେଳାଳି ନିଜ ଆୟର ଏକ ତୃତୀୟାଂଶ ଅର୍ଥ ରାଶି ସ୍ପୋଟର୍ସ କାଉନ୍ସିଲ୍ ପକ୍ଷରୁ ଗଠିତ ଫଣ୍ଡକୁ ଦାନ କରିବେ। କ୍ରିଡ଼ାର ଉନ୍ନତି ପାଇଁ ଗଠିତ ଏହି ଫଣ୍ଡ ରାଜ୍ୟର ଅନ୍ୟ ଯୁବ ଏବଂ ଉଦୟମାନ […]

39722-pjscwakvth-1471528888

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 07:59 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ହରିଆଣା ସରକାରଙ୍କ ଅଜବ ନୀତି। ରାଜ୍ୟର ଖେଳାଳିଙ୍କ ଆୟର ଏକ ତୃତୀୟାଂଶକୁ ସରକାରୀ ଖଜଣାକୁ ଦେବା ପାଇଁ ନିର୍ଦ୍ଦେଶ। ରାଜ୍ୟ କ୍ରିଡ଼ା ଏବଂ ଯୁବ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିସରେ ଏପରି କିଛି ଉଲ୍ଲେଖ ହୋଇଛି। ରାଜ୍ୟର ଖେଳାଳି ନିଜ ଆୟର ଏକ ତୃତୀୟାଂଶ ଅର୍ଥ ରାଶି ସ୍ପୋଟର୍ସ କାଉନ୍ସିଲ୍ ପକ୍ଷରୁ ଗଠିତ ଫଣ୍ଡକୁ ଦାନ କରିବେ। କ୍ରିଡ଼ାର ଉନ୍ନତି ପାଇଁ ଗଠିତ ଏହି ଫଣ୍ଡ ରାଜ୍ୟର ଅନ୍ୟ ଯୁବ ଏବଂ ଉଦୟମାନ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ନୋଟିସରେ କୁହାଯାଇଛି। ବୃତ୍ତିଗତ ଖେଳାଳି ନିଜେ ବିଜ୍ଞାପନରୁ ଆୟ କରୁଥିବା ରାଶୀର ଅଂଶ ମଧ୍ୟ ଏଥିରେ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ରହିଛି। ଯାହାକୁ ତ୍ରୀବ ବିରୋଧ କରିଛନ୍ତି ରାଜ୍ୟର ଅନେକ ଖେଳାଳି।

Related story