ସଂକ୍ଷିପ୍ତ ପୋଷାକ ପିନ୍ଧିଥିବାରୁ ଭାରତୀୟ ଟିଭି ଆଙ୍କରଙ୍କୁ ସାକ୍ଷାତକାର ଦେଲେନି ଅମଲା

ନୂଆଦିଲ୍ଲୀ: ସଂକ୍ଷିପ୍ତ ପୋଷାକ ପିନ୍ଧିଥିବାରୁ ଜଣେ ଭାରତୀୟ ଟିଭି ଆଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରି ଦେଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିକେଟର ହାସିମ୍ ଅମଲା। ଆଙ୍କରଙ୍କ ସର୍ଟ ଡ୍ରେସ୍ ଓ ଲୋ-ନେକ୍ ଟପ୍‌କୁ ଦେଖି ଅସନ୍ତୋଷ ପ୍ରକାଶ କରି ଥିଲେ ଅମଲା ଓ ସାକ୍ଷାତକାର ଦେବାକୁ ମନା କରି ଦେଇଥିଲେ। ଆଙ୍କର ଠିକ୍ ଢଙ୍ଗରେ ପୋଷାକ ପିନ୍ଧିଲେ ସେ ସାକ୍ଷାତକାର ଦେବେ ବୋଲି କହିଥିଲେ ଅମଲା। ଅତୀତରେ ସେ ଏକ ବିୟର କଂପାନୀ ପାଇଁ ବିଜ୍ଞାପନ କରିବାକୁ […]

hasma-amla

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 02:16 PM IST

ନୂଆଦିଲ୍ଲୀ: ସଂକ୍ଷିପ୍ତ ପୋଷାକ ପିନ୍ଧିଥିବାରୁ ଜଣେ ଭାରତୀୟ ଟିଭି ଆଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରି ଦେଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିକେଟର ହାସିମ୍ ଅମଲା। ଆଙ୍କରଙ୍କ ସର୍ଟ ଡ୍ରେସ୍ ଓ ଲୋ-ନେକ୍ ଟପ୍‌କୁ ଦେଖି ଅସନ୍ତୋଷ ପ୍ରକାଶ କରି ଥିଲେ ଅମଲା ଓ ସାକ୍ଷାତକାର ଦେବାକୁ ମନା କରି ଦେଇଥିଲେ। ଆଙ୍କର ଠିକ୍ ଢଙ୍ଗରେ ପୋଷାକ ପିନ୍ଧିଲେ ସେ ସାକ୍ଷାତକାର ଦେବେ ବୋଲି କହିଥିଲେ ଅମଲା। ଅତୀତରେ ସେ ଏକ ବିୟର କଂପାନୀ ପାଇଁ ବିଜ୍ଞାପନ କରିବାକୁ ବି ମନା କରି ଦେଇଥିଲେ।

Related story