ଆଇପିଏଲରେ ହାସିମ ଆମ୍‌ଲାଙ୍କ ବିସ୍ଫୋରକ ଶତକ

ଇନ୍ଦୋର: ଆଇପିଏଲରେ ହାସିମ ଆମ୍‌ଲାଙ୍କ ବିସ୍ଫୋରକ ଶତକ। ଚଳିତ ଆଇପିଏଲରେ ଏହା ଦ୍ୱିତୀୟ ଶତକ। ଏହାପୂର୍ବରୁ ସଞ୍ଜୁ ସାମସନ୍‌ ଚଳିତ ଆଇପିଏଲର ପ୍ରଥମ ଶତକ ଅର୍ଜନ କରିଥିଲେ। ଇନ୍ଦୋର ଠାରେ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ହାସିମ ଆମ୍‌ଲା ଏହି ଶତକ ଅର୍ଜନ କରିଛନ୍ତି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୮ରନର ବିଶାଳ ସ୍କୋର କରିପାରିଥିଲା। ଯେଉଁଥିରେ ଆମ୍‌ଲା ୬୦ଟି ବଲ୍‌ ଖେଳି ୮ଟି ଚୌକା […]

amla

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 10:16 PM IST

ଇନ୍ଦୋର: ଆଇପିଏଲରେ ହାସିମ ଆମ୍‌ଲାଙ୍କ ବିସ୍ଫୋରକ ଶତକ। ଚଳିତ ଆଇପିଏଲରେ ଏହା ଦ୍ୱିତୀୟ ଶତକ। ଏହାପୂର୍ବରୁ ସଞ୍ଜୁ ସାମସନ୍‌ ଚଳିତ ଆଇପିଏଲର ପ୍ରଥମ ଶତକ ଅର୍ଜନ କରିଥିଲେ। ଇନ୍ଦୋର ଠାରେ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ହାସିମ ଆମ୍‌ଲା ଏହି ଶତକ ଅର୍ଜନ କରିଛନ୍ତି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୮ରନର ବିଶାଳ ସ୍କୋର କରିପାରିଥିଲା। ଯେଉଁଥିରେ ଆମ୍‌ଲା ୬୦ଟି ବଲ୍‌ ଖେଳି ୮ଟି ଚୌକା ଓ ୬ଟି ଛକା ସହ ୧୦୪ ରନ କରିଥିଲେ।

Related story