ଅନୁଷ୍କାଙ୍କ ପାଇଁ ବିରାଟ ମାଲାମାଲ୍‌: ଯୁବରାଜ, ଧୋନୀ, ରୋହିତଙ୍କୁ ପଛରେ ପକାଇ ହେଲେ ସବୁଠୁ ଦାମି ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲିଙ୍କୁ ମିଳିଛି ଖୁସି ଖବର। ଅନୁଷ୍କା ବିରାଟଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି। ନିଜ କ୍ରିକେଟ୍‌ କ୍ୟାରିୟରରେ ଅନେକ ସଫଳତା ପାଇ ସାରିଥିବା ୨୯ ବର୍ଷିୟ ବିରାଟ ଅନୁଷ୍କାଙ୍କୁ ବିବାହ କରିବା ପରେ ପତ୍ନୀ ତାଙ୍କ ପାଇଁ ଲକି ହୋଇପଡିଛନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିରାଟ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଗଲେ। ଆରସିବି ଟିମ୍‌ ବିରାଟଙ୍କ ପାଇଁ ୧୭ […]

yuv1

yuv1

Ordigital Desk
  • Published: Friday, 05 January 2018
  • Updated: 05 January 2018, 12:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲିଙ୍କୁ ମିଳିଛି ଖୁସି ଖବର। ଅନୁଷ୍କା ବିରାଟଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି। ନିଜ କ୍ରିକେଟ୍‌ କ୍ୟାରିୟରରେ ଅନେକ ସଫଳତା ପାଇ ସାରିଥିବା ୨୯ ବର୍ଷିୟ ବିରାଟ ଅନୁଷ୍କାଙ୍କୁ ବିବାହ କରିବା ପରେ ପତ୍ନୀ ତାଙ୍କ ପାଇଁ ଲକି ହୋଇପଡିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିରାଟ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଗଲେ। ଆରସିବି ଟିମ୍‌ ବିରାଟଙ୍କ ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କୁ ଟିମ୍‌ରେ ରଖିଛି। ଏହାସହ ବିରାଟ ଯୁବରାଜ ସିଂକୁ ପଛରେ ପକାଇଦେଇଛନ୍ତି। ୨୦୧୫ରେ ଦିଲ୍ଲୀ ଡେୟାର୍‌ ଡେଭିଲ୍ସ୍‌ ଯୁବରାଜଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ଆଇପିଏଲ୍‌ ଇତିହାସରେ ଏହା ପୂର୍ବରୁ ଯୁବି ସବୁଠୁ ଦାମି ଖେଳାଳି ହୋଇଥିଲେ।

ଆଇପିଏଲ ନିୟମ ଅନୁସାରେ ରିଟେନ୍‌ ହେବାକୁ ଥିବା ପ୍ରଥମ ଖେଳାଳିଙ୍କୁ ୧୫ କୋଟି ଟଙ୍କା ଦିଆଯିବକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆର୍‌ସିବି କୋହଲିଙ୍କ ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ପରେ ଆର୍‌ସିବି ପାଖରେ ଆଉ ୪୯ କୋଟି ଟଙ୍କା ରହିଛି। ଆରସିବି ସର୍ଫରାଜ ଖାନଙ୍କୁ ୧.୭୫ କୋଟି ଓ ଡିଭିଲିୟର୍ସଙ୍କୁ ୧୧ କୋଟି ଟଙ୍କାରେ ରିଟେନ୍‌ କରିଛି। ଜାନୁଆରୀ ୪ ତାରିଖ ଖେଳାଳିଙ୍କ ରିଟେନ୍‌ର ଡେଡ୍‌ଲାଇନ୍‌ ଥିଲା।

ଆଇପିଏଲ ଇତିହାସରେ ସବୁଠୁ ଦାମି ଖେଳାଳି ତାଲିକାରେ ବିରାଟ ୧୭ କୋଟି ଟଙ୍କା ସହ ଏକ ନମ୍ବର ସ୍ଥାନରେ ଥିବା ବେଳେ ଯୁବରାଜ ୨୦୧୫ ମସିହାରେ ଦିଲ୍ଲୀ ପକ୍ଷରୁ ୧୬ କୋଟି ଟଙ୍କାରେ କିଣାଯାଇଥିଲେ ତେଣୁ ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦାମି ଖେଳାଳି ହୋଇଛନ୍ତି। ସେହିଉପରି ତୃତୀୟ ସ୍ଥାନରେ ଅଛନ୍ତି ରୋହିତ ଏବଂ ଧୋନୀ। ଏହି ଦୁଇ ଖେଳାଳିଙ୍କ ପାଇଁ ନିଜ ନିଜ ଫ୍ରାଞ୍ଚାଇଜ୍ ଚଳିତ ବର୍ଷ ୧୫ କୋଟି ଟଙ୍କା ଖର୍ଚ୍ଚ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story