ହକି ଇଣ୍ଡିଆ ଲିଗ୍‌ର ଫାଇନାଲ୍‌ରେ କଳିଙ୍ଗ ଲାନସର୍ସ  

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଫାଇନାଲ୍‌ରେ ପହଞ୍ଚି ଯାଇଛି କଳିଙ୍ଗ ଲାନସର୍ସ। ଉତ୍ତରପ୍ରଦେଶ ୱିଜାର୍ଡସକୁ ହରାଇ ଦଳ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଆଜି ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏହି ସେମି ଫାଇନାଲ୍ ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏହା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ ୱିଜାର୍ଡସକୁ ୪-୩ରେ ହରାଇଥିଲା କଳିଙ୍ଗ ଲାନସର୍ସ।

kalingalancers

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 09:14 PM IST

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଫାଇନାଲ୍‌ରେ ପହଞ୍ଚି ଯାଇଛି କଳିଙ୍ଗ ଲାନସର୍ସ। ଉତ୍ତରପ୍ରଦେଶ ୱିଜାର୍ଡସକୁ ହରାଇ ଦଳ ଫାଇନାଲ୍‌ରେ ପହଞ୍ଚି ଯାଇଛି।

ଆଜି ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏହି ସେମି ଫାଇନାଲ୍ ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏହା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ ୱିଜାର୍ଡସକୁ ୪-୩ରେ ହରାଇଥିଲା କଳିଙ୍ଗ ଲାନସର୍ସ।

Related story