ଏଚଆଇଏଲ୍‌: ବ୍ୟକ୍ତିଗତ ପୁରସ୍କାର ରାଶିକୁ ପୋଛିନେଲେ ବିଦେଶୀ ଖେଳାଳି

ଭୁବନେଶ୍ୱର: ରବିବାର ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍‌ର ଫାଇନାଲ ମ୍ୟାଚରେ ଗତଥରର ରନର୍ସଅପ୍‌ କଳିଙ୍ଗ ଲାନସର୍ସ  ଦବଙ୍ଗ ମୁମ୍ବାଇକୁ ୪-୧ ଗେ।ଲ୍‌ରେ  ହରାଇ ପ୍ରଥମ ଥର ପାଇଁ ଚାମ୍ପିଅନ୍‌ ହୋଇଛି। ପୁରସ୍କାର ବାବଦକୁ ଚାମ୍ପିଅନ୍ କଳିଙ୍ଗ ଲାନସର୍ସକୁ ୨କେ।ଟି ୫୦ଲକ୍ଷ ଟଙ୍କା  ପ୍ରଦାନ କରାଯାଇଥିବା ବେଳେ ଦବଙ୍ଗ ମୁମ୍ବାଇ ପାଇଛି ୧କେ।ଟି ୨୫ଲକ୍ଷ ଟଙ୍କା। ଏହା ସହ ପ୍ରତିଯେ।ଗିତାରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିବା ଉତ୍ତରପ୍ରଦେଶ ୱିଜାର୍ଡ୍ସକୁ ୭୫ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି। […]

HIL-5

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 09:17 PM IST

ଭୁବନେଶ୍ୱର: ରବିବାର ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍‌ର ଫାଇନାଲ ମ୍ୟାଚରେ ଗତଥରର ରନର୍ସଅପ୍‌ କଳିଙ୍ଗ ଲାନସର୍ସ  ଦବଙ୍ଗ ମୁମ୍ବାଇକୁ ୪-୧ ଗେ।ଲ୍‌ରେ  ହରାଇ ପ୍ରଥମ ଥର ପାଇଁ ଚାମ୍ପିଅନ୍‌ ହୋଇଛି। ପୁରସ୍କାର ବାବଦକୁ ଚାମ୍ପିଅନ୍ କଳିଙ୍ଗ ଲାନସର୍ସକୁ ୨କେ।ଟି ୫୦ଲକ୍ଷ ଟଙ୍କା  ପ୍ରଦାନ କରାଯାଇଥିବା ବେଳେ ଦବଙ୍ଗ ମୁମ୍ବାଇ ପାଇଛି ୧କେ।ଟି ୨୫ଲକ୍ଷ ଟଙ୍କା। ଏହା ସହ ପ୍ରତିଯେ।ଗିତାରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିବା ଉତ୍ତରପ୍ରଦେଶ ୱିଜାର୍ଡ୍ସକୁ ୭୫ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି।

କଳିଙ୍ଗ ଲାନସର୍ସର ଅଧିନାୟକ ତଥା ହକି ଇଣ୍ଡିଆର ଲିଗର ସବୁଠୁ ଦାମୀ ଖେଳାଳି ମେ।ରିଜ୍ ଫୁଷ୍ଟେ ଓ କଳିଙ୍ଗ ଲାନସର୍ସ ଦଳର ସବୁଠୁ ଲେ।କପ୍ରିୟ ଖେଳାଳି ଗ୍ଲେନ୍ ଟର୍ନର ସର୍ବାଧିକ ଗେ।ଲ ସ୍କେ।ର କରିଥିବାରୁ ମିଳିତ ଭାବେ  ଧ୍ରୁବ ବାତ୍ରା ମ୍ୟାକ୍ସିମମ୍ ଗେ।ଲ ଆୱାର୍ଡ ସହ ୨୦ଲକ୍ଷ ଟଙ୍କା ପାଇଛନ୍ତି।  ସେହିପରି ଦବଙ୍ଗ ମୁମ୍ବାଇର ଅଧିନାୟକ  ଫ୍ଲେ।ରେନ୍ ଫୁଚ୍‌ଙ୍କୁ ପ୍ରତିଯେ।ଗିତାର ସର୍ବଶ୍ରେଷ୍ଠ ଖେଳାଳି  ଘେ।ଷଣା କରାଯିବା ସହ ହିରେ। ଆଚିଭର୍ ଆୱ।ର୍ଡ ପ୍ରଦାନ କରାଯାଇଛି ଯେଉଁଥିପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Related story