ଏଚ୍‌ଆଇଏଲ୍‌: ରାଞ୍ଚି ରେଜ୍ ଓ ଦିଲ୍ଲୀ ୱେଭ୍‌ରାଇଡର୍ସ ମଧ୍ୟରେ ମ୍ୟାଚ ଡ୍ର

ରାଞ୍ଚି: ରାଞ୍ଚି ରେଜ୍ ଓ ଦିଲ୍ଲୀ ୱେଭ୍‌ରାଇଡର୍ସ ମଧ୍ୟରେ ରାଞ୍ଚି ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଆଜିର ମ୍ୟାଚ୍‌ ଡ୍ର ହୋଇଯାଇଛି। ଫଳରେ ଦୁଇ ଟିମ୍‌କୁ ଦୁଇ ପଏଣ୍ଟ ଲେଖାଏଁ ମିଳିଛି। ମ୍ୟାଚ୍‌ ଡ୍ର ଯୋଗୁଁ ରାଞ୍ଚି ରେଜ୍‌ ୧୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚରେ ରାଞ୍ଚି ରେଜ୍‌ ୭-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଥିଲା।

ranchi

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 11:02 PM IST

ରାଞ୍ଚି: ରାଞ୍ଚି ରେଜ୍ ଓ ଦିଲ୍ଲୀ ୱେଭ୍‌ରାଇଡର୍ସ ମଧ୍ୟରେ ରାଞ୍ଚି ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଆଜିର ମ୍ୟାଚ୍‌ ଡ୍ର ହୋଇଯାଇଛି। ଫଳରେ ଦୁଇ ଟିମ୍‌କୁ ଦୁଇ ପଏଣ୍ଟ ଲେଖାଏଁ ମିଳିଛି। ମ୍ୟାଚ୍‌ ଡ୍ର ଯୋଗୁଁ ରାଞ୍ଚି ରେଜ୍‌ ୧୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଗତ ମ୍ୟାଚରେ ରାଞ୍ଚି ରେଜ୍‌ ୭-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଥିଲା।

Related story