ହକି ଓ୍ୱାର୍ଲଡ୍‌ କପ ପାଇଁ ଲୋଗୋ ଉନ୍ମୋଚିତ: ରାଜ୍ୟର ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପଟେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୨୦୧୮ ପୁରୁଷ ହକି ଓ୍ୱାର୍ଲଡ କପ ପାଇଁ ଆଜି ଲୋଗୋ ଉନ୍ମୋଚନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିସହ ହକି ଓ୍ୱାର୍ଲଡ ଲିଗ୍ ଫାଇନାଲରେ ଭାଗ ନେଉଥିବା ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଫଳ ୫୯ ଜଣ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବା ସହ ୭୬ ଲକ୍ଷ ୭୫ […]

vlcsnap-9942-02-13-12h09m11s778

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 08:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପଟେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୨୦୧୮ ପୁରୁଷ ହକି ଓ୍ୱାର୍ଲଡ କପ ପାଇଁ ଆଜି ଲୋଗୋ ଉନ୍ମୋଚନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିସହ ହକି ଓ୍ୱାର୍ଲଡ ଲିଗ୍ ଫାଇନାଲରେ ଭାଗ ନେଉଥିବା ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଫଳ ୫୯ ଜଣ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବା ସହ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

Related story