ବିଶ୍ୱ ହକି ଲିଗ୍ ପାଇଁ ସ୍ଥିତି ପରଖିଲେ ବିଶେଷଜ୍ଞ ଦଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 2017 ଡିସେମ୍ବରରେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ ପାଇଁ ସିନ୍ଥେଟିକ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ବିଶେଷଜ୍ଞ ଦଳ। ଦଳରେ ୩ଜଣ ସଦସ୍ୟ ରହିଛନ୍ତି। ଗ୍ରାଉଣ୍ଡର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ FIH ବା ଫେଡରେସନ ଅଫ ଇଣ୍ଟରନ୍ୟାସନାଲ ହକିକୁ ରିପୋର୍ଟ ପ୍ରଦାନ କରିବେ ଏହି ବିଶେଷଜ୍ଞ ଦଳ। ଗ୍ରାଉଣ୍ଡକୁ ଅନୁଧ୍ୟାନ କରିବା ପରେ ୟୁକେରୁ […]

11oristadium_200746

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 02:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 2017 ଡିସେମ୍ବରରେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ ପାଇଁ ସିନ୍ଥେଟିକ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ବିଶେଷଜ୍ଞ ଦଳ। ଦଳରେ ୩ଜଣ ସଦସ୍ୟ ରହିଛନ୍ତି। ଗ୍ରାଉଣ୍ଡର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ FIH ବା ଫେଡରେସନ ଅଫ ଇଣ୍ଟରନ୍ୟାସନାଲ ହକିକୁ ରିପୋର୍ଟ ପ୍ରଦାନ କରିବେ ଏହି ବିଶେଷଜ୍ଞ ଦଳ। ଗ୍ରାଉଣ୍ଡକୁ ଅନୁଧ୍ୟାନ କରିବା ପରେ ୟୁକେରୁ ଆସିଥିବା ସାଇମଣ୍ଡ  ସିନ୍ଥେଟିକସ ଗ୍ରାଉଣ୍ଡକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଏହି ଦଳ।

Related story