ହକି ଟେଷ୍ଟ ସିରିଜ୍ : ବିଜୟଧାରାକୁ ଫେରିବାକୁ ଜାପାନର ଲକ୍ଷ୍ୟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଜାପାନ ୪ଟିକିଆ ଟେଷ୍ଟ ସିରିଜର ଆଜି ଚତୁର୍ଥ ବା ଶେଷ ମ୍ୟାଚ୍। ଭାରତ ୩-୦ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିବାବେଳେ ସମ୍ମାନ ରକ୍ଷା ପାଇଁ ଭ୍ରମଣକାରୀ ଦଳ ଜାପାନ ଖେଳିବ। ଉଭୟଦଳ ଗତକାଲି ସନ୍ଧ୍ୟାରେ ଏଠାରେ ବହୁ ସମୟଧରି ଅଭ୍ୟାସ କରିଥିଲେ। ଜାପାନ ଗତ ୩ଟି ମ୍ୟାଚରେ କରିଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ। ଏହି ସିରିଜକୁ ଭାରତ ୨-୦ରେ ଜିଣି ସାରିଛି। ପ୍ରଥମ ମ୍ୟାଚ ୧-୧ ଗୋଲରେ ଡ୍ର […]

ind-japan

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 02:50 AM IST

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଜାପାନ ୪ଟିକିଆ ଟେଷ୍ଟ ସିରିଜର ଆଜି ଚତୁର୍ଥ ବା ଶେଷ ମ୍ୟାଚ୍। ଭାରତ ୩-୦ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିବାବେଳେ ସମ୍ମାନ ରକ୍ଷା ପାଇଁ ଭ୍ରମଣକାରୀ ଦଳ ଜାପାନ ଖେଳିବ। ଉଭୟଦଳ ଗତକାଲି ସନ୍ଧ୍ୟାରେ ଏଠାରେ ବହୁ ସମୟଧରି ଅଭ୍ୟାସ କରିଥିଲେ। ଜାପାନ ଗତ ୩ଟି ମ୍ୟାଚରେ କରିଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ। ଏହି ସିରିଜକୁ ଭାରତ ୨-୦ରେ ଜିଣି ସାରିଛି। ପ୍ରଥମ ମ୍ୟାଚ ୧-୧ ଗୋଲରେ ଡ୍ର ରହିଥିବା ବେଳ ଦ୍ୱିତୀୟ ମ୍ୟାଚ୨-୦ଗୋଲରେ ଏବଂ ତୃତୀୟ ମ୍ୟାଚ ୨-୧ ଗୋଲରେ ଜିଣିଛି ଭାରତ। ଶକ୍ତିଶାଳୀ ଭାରତକୁ ହରାଇବାକୁ ପାଇଁ ଆଉ ଏକ ନୂଆ ରଣନୀତି ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ ଜାପାନ।

Related story