ରୋହିତ ପୋଷ୍ଟ କଲେ ଏହି ଫଟୋ, ଆଉ ଲେଖିଲେ...

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଖବର ଖୁବ୍ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଏହା ଉପରେ ବିରାଟ୍ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଏବଂ କହିଥିଲେ ଯେ ରୋହିତଙ୍କ ସହ କୌଣସି ବିବାଦ ନାହିଁ। ବିରାଟଙ୍କ ମନ୍ତବ୍ୟର ଦିନକ ପରେ ଭାରତୀୟ ଓପ୍ନର ରୋହିତ୍ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ରୋହିତ୍ ଏହି ଫଟୋ ସହ ଲେଖିଛନ୍ତି, “ମୁଁ କେବଳ ନିଜ ଟିମ୍ ପାଇଁ ଖେଳୁନି। […]

rohit

rohit

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 07:47 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଖବର ଖୁବ୍ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଏହା ଉପରେ ବିରାଟ୍ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଏବଂ କହିଥିଲେ ଯେ ରୋହିତଙ୍କ ସହ କୌଣସି ବିବାଦ ନାହିଁ। ବିରାଟଙ୍କ ମନ୍ତବ୍ୟର ଦିନକ ପରେ ଭାରତୀୟ ଓପ୍ନର ରୋହିତ୍ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ରୋହିତ୍ ଏହି ଫଟୋ ସହ ଲେଖିଛନ୍ତି, "ମୁଁ କେବଳ ନିଜ ଟିମ୍ ପାଇଁ ଖେଳୁନି। ମୁଁ ମୋ ଦେଶ ପାଇଁ ଖେଳୁଛି।"

କିଛି ମିଡିଆ ରିପୋର୍ଟରେ କୁହାଯାଉଥିଲା ଯେ, ବିରାଟ୍ ଓ ରୋହିତଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ପୂର୍ବରୁ ଟିମ୍ ଆମେରିକା ଯିବା ପୂର୍ବରୁ କ୍ୟାପଟେନ୍ କୋହଲି ସୋମବାର କହିଥିଲେ, ଯେଉଁସବୁ ଖବର ଶୁଣିବାକୁ ମିଳୁଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ରୋହିତଙ୍କ ସହ ମୋର ସମ୍ପର୍କ ଠିକ୍ ଅଛି। କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଏହି ଖବରକୁ ଖାରଜ କରିଥିଲେ।

ଏବେ ରୋହିତ୍ ମଧ୍ୟ ଏହି ଫଟୋ ପୋଷ୍ଟ କରି ଏକ ଭଲ ମେସେଜ୍ ଦେଇଛନ୍ତି। ତାଙ୍କର ଏହି ଟ୍ୱିଟ୍ ଉପରେ ଫ୍ୟାନ୍ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ଆପଣ ଠିକ୍ କଥା କହିଛନ୍ତି, ଆପଣଙ୍କ ପାଇଁ ଆମେ ଗର୍ବିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story