ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡସ୍ ଚାମ୍ପିଅନସିପ୍: ପଙ୍କଜ ଆଡଭାନୀ ଚାମ୍ପିଅନ୍

ଆଡିଲେଡ୍: ଭାରତୀୟ ବିଲିୟାର୍ଡ ଷ୍ଟାର୍ ପଙ୍କଜ ଆଡଭାନୀ ଆଜି ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ଆଜି ସେ ଜିତିଛନ୍ତି ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡସ୍ ଚାମ୍ପିଅନସିପ୍। ଏହା ସହିତ ସେ ବିଲିୟାର୍ଡରେ ତାଙ୍କର ୧୪ତମ ବିଶ୍ୱ ଟାଇଟଲ୍ ଜିତିଛନ୍ତି।

pankaj

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 04:12 PM IST

Related story