ଆଇସିସି ୱାର୍ଲ୍ଡ ଟେଷ୍ଟ୍‌ ଚାମ୍ପିୟନସିପ୍‌କୁ ବିସିସିଆଇର ବିରୋଧ

ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ୍‌ ଚାମ୍ପିୟନସିପ୍‌କୁ ବିରୋଧ କରିଛି ବିସିସିଆଇ । ନିକଟରେ ଆଇସିସି, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ଏକ ପ୍ରସ୍ତାବ ଦେଇଥିଲା । ଯାହାକୁ ବିସିସିଆଇ ବିରୋଧ କରିଛ । ଆଇସିସିର ଏହି ପ୍ରସ୍ତାବକୁ ଯଦି ମଞ୍ଜୁରୀ ମିଳିବ ତେବେ ଆସନ୍ତା ୨୦୧୯ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଆରମ୍ଭ ହେବ । ତେବେ ଆଇସିସି ଏକ ଦୁଇଦିନିଆ ଆଲୋଚନା ବୌଠକର ଆୟୋଜନ କରିଥିଲେ କିନ୍ତୁ ବିସିସିଆଇ ଏହାକୁ ବିରୋଧ କରିଥିବା ଜଣାପଡିଛି । ପୂର୍ବରୁ […]

BCCI

Rakesh Mallick
  • Published: Tuesday, 14 March 2017
  • , Updated: 15 March 2017, 09:41 AM IST

ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ୍‌ ଚାମ୍ପିୟନସିପ୍‌କୁ ବିରୋଧ କରିଛି ବିସିସିଆଇ । ନିକଟରେ ଆଇସିସି, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ଏକ ପ୍ରସ୍ତାବ ଦେଇଥିଲା । ଯାହାକୁ ବିସିସିଆଇ ବିରୋଧ କରିଛ । ଆଇସିସିର ଏହି ପ୍ରସ୍ତାବକୁ ଯଦି ମଞ୍ଜୁରୀ ମିଳିବ ତେବେ ଆସନ୍ତା ୨୦୧୯ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଆରମ୍ଭ ହେବ । ତେବେ ଆଇସିସି ଏକ ଦୁଇଦିନିଆ ଆଲୋଚନା ବୌଠକର ଆୟୋଜନ କରିଥିଲେ କିନ୍ତୁ ବିସିସିଆଇ ଏହାକୁ ବିରୋଧ କରିଥିବା ଜଣାପଡିଛି । ପୂର୍ବରୁ ୨୦୧୩ରେ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

Related story