ଆଇସିଏଲ୍‌ ତୃତୀୟ ସଂସ୍କରଣ ପାଇଁ ସ୍ପାଇନିଜ ଫରୱାଡ ଜେସୁସ୍‌ ଟାଟୋଙ୍କୁ ସାଇନ୍‌ କଲା ପୁଣେ ସିଟି

ପୁଣେ: ଇଣ୍ଡିଆନ ସୁପର ଲିଗ୍‌ (ଆଇସିଏଲ୍‌) ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ପାଇଁ ପୁଣେ ସିଟି ସ୍ପାଇନିଜ ଫରୱାଡ ଜେସୁସ୍‌ ଟାଟୋଙ୍କୁ ମଙ୍ଗଳବାର ସାଇନ୍‌ କରିଛି। ଆଇସିଏଲ୍‌ର ତୃତୀୟ ସଂସ୍କରଣରେ ଟାଟୋ ପୁଣେ ସିଟ୍‌ ପାଇଁ ଖେଳିବେ। ପୁଣେ ସିଟି ସହ ସାଇନ୍‌ କରିବା ବେଳେ ଟାଟୋ କହିଛନ୍ତି,“ମୁଁ ବହୁତ ଉତ୍ସାହିତ ଅଛି। କାରଣ ପ୍ରଥମ ଥର ପାଇଁ ମୁଁ ଅନ୍ୟ ଏକ ଦଳରେ ଖେଳିବାକୁ ଯାଉଛି।”

ସେ କହିଛନ୍ତି,“ମୁଁ କ୍ୟାରିଅରରେ ଏକ ମୋଡ଼ ଆସିବାକୁ ଯାଉଛି। ମୋ କ୍ୟାରିଅରର ଅଧିକାଂଶ ସମୟ ମୁଁ ସ୍ପେନ୍‌ ପାଇଁ ଖେଳିଛି। ଏଠାରେ ଭିନ୍ନ ପରିବେଶରେ ନୂଆ ଷ୍ଟାଇଲ ଓ ଭିନ୍ନ ଭିନ୍ନ ଖେଳାଳିଙ୍କ ସହ ମୋତେ ଖେଳିବାକୁ ପଡିବ। ଏହା ମୋ ପାଇଁ ନିଶ୍ଚିତ ଏକ ଚ୍ୟାଲେଞ୍ଜ ହେବ। ତଥାପି ଏଠାରୁ ମୁଁ ବହୁତ କିଛି ନୂଆ ଶିଖଇବାକୁ ପାଇବି ବୋଲି ଆଶା ରଖିଛି।”

ଟାଟୋ ବାରସେଲୋନାରୁ ଖଷଳି ତାଙ୍କ ଫୁଟ୍‌ବଲ୍‌ କ୍ୟାରିଅର ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ