ଆଇସିଏଲ୍‌ ତୃତୀୟ ସଂସ୍କରଣ ପାଇଁ ସ୍ପାଇନିଜ ଫରୱାଡ ଜେସୁସ୍‌ ଟାଟୋଙ୍କୁ ସାଇନ୍‌ କଲା ପୁଣେ ସିଟି

ପୁଣେ: ଇଣ୍ଡିଆନ ସୁପର ଲିଗ୍‌ (ଆଇସିଏଲ୍‌) ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ପାଇଁ ପୁଣେ ସିଟି ସ୍ପାଇନିଜ ଫରୱାଡ ଜେସୁସ୍‌ ଟାଟୋଙ୍କୁ ମଙ୍ଗଳବାର ସାଇନ୍‌ କରିଛି। ଆଇସିଏଲ୍‌ର ତୃତୀୟ ସଂସ୍କରଣରେ ଟାଟୋ ପୁଣେ ସିଟ୍‌ ପାଇଁ ଖେଳିବେ। ପୁଣେ ସିଟି ସହ ସାଇନ୍‌ କରିବା ବେଳେ ଟାଟୋ କହିଛନ୍ତି,“ମୁଁ ବହୁତ ଉତ୍ସାହିତ ଅଛି। କାରଣ ପ୍ରଥମ ଥର ପାଇଁ ମୁଁ ଅନ୍ୟ ଏକ ଦଳରେ ଖେଳିବାକୁ ଯାଉଛି।” ସେ କହିଛନ୍ତି,“ମୁଁ କ୍ୟାରିଅରରେ ଏକ ମୋଡ଼ ଆସିବାକୁ ଯାଉଛି। ମୋ କ୍ୟାରିଅରର […]

jesus-tato

jesus-tato

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 05:42 PM IST

Sports

Latest News

ପୁଣେ: ଇଣ୍ଡିଆନ ସୁପର ଲିଗ୍‌ (ଆଇସିଏଲ୍‌) ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ପାଇଁ ପୁଣେ ସିଟି ସ୍ପାଇନିଜ ଫରୱାଡ ଜେସୁସ୍‌ ଟାଟୋଙ୍କୁ ମଙ୍ଗଳବାର ସାଇନ୍‌ କରିଛି। ଆଇସିଏଲ୍‌ର ତୃତୀୟ ସଂସ୍କରଣରେ ଟାଟୋ ପୁଣେ ସିଟ୍‌ ପାଇଁ ଖେଳିବେ। ପୁଣେ ସିଟି ସହ ସାଇନ୍‌ କରିବା ବେଳେ ଟାଟୋ କହିଛନ୍ତି,“ମୁଁ ବହୁତ ଉତ୍ସାହିତ ଅଛି। କାରଣ ପ୍ରଥମ ଥର ପାଇଁ ମୁଁ ଅନ୍ୟ ଏକ ଦଳରେ ଖେଳିବାକୁ ଯାଉଛି।”

ସେ କହିଛନ୍ତି,“ମୁଁ କ୍ୟାରିଅରରେ ଏକ ମୋଡ଼ ଆସିବାକୁ ଯାଉଛି। ମୋ କ୍ୟାରିଅରର ଅଧିକାଂଶ ସମୟ ମୁଁ ସ୍ପେନ୍‌ ପାଇଁ ଖେଳିଛି। ଏଠାରେ ଭିନ୍ନ ପରିବେଶରେ ନୂଆ ଷ୍ଟାଇଲ ଓ ଭିନ୍ନ ଭିନ୍ନ ଖେଳାଳିଙ୍କ ସହ ମୋତେ ଖେଳିବାକୁ ପଡିବ। ଏହା ମୋ ପାଇଁ ନିଶ୍ଚିତ ଏକ ଚ୍ୟାଲେଞ୍ଜ ହେବ। ତଥାପି ଏଠାରୁ ମୁଁ ବହୁତ କିଛି ନୂଆ ଶିଖଇବାକୁ ପାଇବି ବୋଲି ଆଶା ରଖିଛି।”

ଟାଟୋ ବାରସେଲୋନାରୁ ଖଷଳି ତାଙ୍କ ଫୁଟ୍‌ବଲ୍‌ କ୍ୟାରିଅର ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos