ଓଡ଼ିଶାରେ ଖେଳାଯିବ ବାଂଲାଦେଶ-ଭାରତ ମହିଳା କ୍ରିକେଟ୍ ସିରିଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡିଶାରେ ହେବ ବାଂଲାଦେଶ-ଭାରତ ମହିଳା କ୍ରିକେଟ୍ ସିରିଜ। ଭାରତୀୟ A ମହିଳା କ୍ରିକେଟ ଟିମ୍ ସହ ବାଂଲାଦେଶ ୱାନଡେ ଏବଂ ଟି-ଟ୍ବେଣ୍ଟି ସିରିଜ ଖେଳିବ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।  ବିସିସିଆଇ ଏନେଇ ଓସିଏକୁ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛି। ବାଂଲାଦେଶ ଭାରତୀୟ-A ଦଳ ସହ ୩ଟି ୱାନଡେ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଚଳିତମାସ ଶେଷ ସପ୍ତାହରେ ଏହି ସିରିଜ ଖେଳାଯିବ। ତେବେ ଆସନ୍ତା ଡିସେମ୍ବରରେ […]

7-3

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡିଶାରେ ହେବ ବାଂଲାଦେଶ-ଭାରତ ମହିଳା କ୍ରିକେଟ୍ ସିରିଜ। ଭାରତୀୟ A ମହିଳା କ୍ରିକେଟ ଟିମ୍ ସହ ବାଂଲାଦେଶ ୱାନଡେ ଏବଂ ଟି-ଟ୍ବେଣ୍ଟି ସିରିଜ ଖେଳିବ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।  ବିସିସିଆଇ ଏନେଇ ଓସିଏକୁ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛି। ବାଂଲାଦେଶ ଭାରତୀୟ-A ଦଳ ସହ ୩ଟି ୱାନଡେ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଚଳିତମାସ ଶେଷ ସପ୍ତାହରେ ଏହି ସିରିଜ ଖେଳାଯିବ। ତେବେ ଆସନ୍ତା ଡିସେମ୍ବରରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ଥିବାରୁ ମ୍ୟାଚଗୁଡିକ ଭୁବନେଶ୍ୱରର କିଟ୍ ବିକାଶ ଓ କଟକର ଡ୍ରିମସ ଗ୍ରାଉଣ୍ଡରେ ଖେଳାଯିବ ବୋଲି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Related story