ଧୋନିଙ୍କ ଅବସର ଖବରକୁ ବିସିସିଆଇର ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଖବରକୁ ବିସିସିଆଇ ଖଣ୍ଡନ କରିଛନ୍ତି । ଚର୍ଚ୍ଚା ହେଉଥିଲା ଯେ ଧୋନି ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ। ଆହୁରି ଖବର ମିଳିଥିଲା ଯେ ଧୋନି ନିଜର ଅବସରକୁ ନେଇ ବିସିସିଆଇକୁ ମଧ୍ୟ ସୂଚନା ଦେଇସାରିଛନ୍ତି। ତେବେ ଏସବୁ ଚର୍ଚ୍ଚା ଉପରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ପର୍ଦ୍ଦା ଉଠାଇଛନ୍ତି। ପ୍ରସାଦ କହିଛନ୍ତି, ଧୋନି ଅବସରକୁ ନେଇ କୌଣସି ଅପଡେଟ୍ ଦେଇନାହାନ୍ତି। […]

ms

ms

Ranjit Kumar Jena
  • Published: Thursday, 12 September 2019
  • Updated: 12 September 2019, 08:49 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଖବରକୁ ବିସିସିଆଇ ଖଣ୍ଡନ କରିଛନ୍ତି । ଚର୍ଚ୍ଚା ହେଉଥିଲା ଯେ ଧୋନି ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ। ଆହୁରି ଖବର ମିଳିଥିଲା ଯେ ଧୋନି ନିଜର ଅବସରକୁ ନେଇ ବିସିସିଆଇକୁ ମଧ୍ୟ ସୂଚନା ଦେଇସାରିଛନ୍ତି। ତେବେ ଏସବୁ ଚର୍ଚ୍ଚା ଉପରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ପର୍ଦ୍ଦା ଉଠାଇଛନ୍ତି।

ପ୍ରସାଦ କହିଛନ୍ତି, ଧୋନି ଅବସରକୁ ନେଇ କୌଣସି ଅପଡେଟ୍ ଦେଇନାହାନ୍ତି। ତାଙ୍କ ସନ୍ନ୍ୟାସକୁ ନେଇ ଯେଉଁସବୁ ଖବର ମିଳୁଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସୂଚନରଯୋଗ୍ୟ, ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଗୁରୁବାର ଏକ ଫଟୋ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ସେ ଧୋନିଙ୍କ ସହ ଅଛନ୍ତି। ତେବେ ବିରାଟଙ୍କ ଏହି ଟ୍ୱିଟର ଟାଇମିଂ ସମସ୍ତଙ୍କୁ ଚକିତ କରିଥିଲା। ଏହି ଟ୍ୱିଟ୍ ପରେ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏହାଛଡ଼ା ଧୋନିଙ୍କ ଅବସରକୁ ନେଇ ମହାନ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ କହିଥିଲେ, ସନ୍ନ୍ୟାସ ସମ୍ବନ୍ଧରେ ସବୁ ନିଷ୍ପତ୍ତି ନିଜେ ଧୋନି ନେବେ। ନିଜ କ୍ୟାରିୟରରେ ସବୁ କିଛି ହାସଲ କରିବା ପରେ ଏହି ପୂର୍ବତନ କ୍ୟାପଟେନ୍ ସମ୍ମାନର ସହ ବିଦାୟ ନେବେ।

ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନିଙ୍କର ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜାରି ରହିଥିଲା, କିନ୍ତୁ ଖୋଦ୍ ମାହି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story