ଭାରତକୁ ହରାଇଲା ଇଂଲଣ୍ଡ

କାର୍ଡିଫ୍: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଟିମ୍ ପରାଜିତ ହୋଇଛି। ଭାରତକୁ ୫ ୱିକେଟ୍‌ରେ ହରାଇ ଇଂଲଣ୍ଡ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ନେଇ ଆସିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ଜିତି ଥିଲା। ଗତକାଲି ଇଂଲଣ୍ଡର କାର୍ଡିଫ ସ୍ଥିତ ସୋଫିଆ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଟସ୍ ଜିତିବା ପରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ […]

england

england

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 08:20 AM IST

Sports

Latest News

କାର୍ଡିଫ୍: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଟିମ୍ ପରାଜିତ ହୋଇଛି। ଭାରତକୁ ୫ ୱିକେଟ୍‌ରେ ହରାଇ ଇଂଲଣ୍ଡ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ନେଇ ଆସିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ଜିତି ଥିଲା।

ଗତକାଲି ଇଂଲଣ୍ଡର କାର୍ଡିଫ ସ୍ଥିତ ସୋଫିଆ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଟସ୍ ଜିତିବା ପରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୪୭ ରନ୍ କରିଥିଲେ। ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଯଥାକ୍ରମେ ୩୨ ଓ ୧୨ ରନ୍ କରି ଅପରାଜିତ ରହିଥିଲେ। ସୁରେଶ ରୈନା ୨୭ ରନ୍ କରିଥିବା ବେଳେ ରୋହିତ ଶର୍ମା ୫ ଓ ଶିଖର ଧାୱନ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଲିଆମ ପ୍ଲଙ୍କେଟ, ଡେଭିଡ୍ ୱିଲି ଓ ଜ୍ୟାକ୍ ବଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ୧୯.୪ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ଆଲେକ୍ସ ହେଲ୍‌ସ ସର୍ବାଧିକ ୫୮ ରନ୍ କରିଥିଲେ। ସେ ନଟ୍‌ଆଉଟ୍ ରହିଥିଲେ। ଜନି ବେୟାରଷ୍ଟୋ ୨୮ ଓ ଇଅନ ମୋର୍ଗାନ ୧୭, ଜାସନ ରୟ ୧୫ ଓ ଜୋସ୍ ବଟ୍‌ଲର ୧୪ ରନ୍ କରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ ଦୁଇଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଚହଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ରବିବାର ଦିନ ଏହି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଏଥିରେ ଯିଏ ଜିତିବ ସିରିଜ୍ ତାର ହେବ। ଏହା ପରେ ଜୁଲାଇ ୧୨ ତାରିଖଠାରୁ ଉଭୟ ଦେଶ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍‌ରେ ମୋଟ ତିନିଟି ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story