ପ୍ରଥମ ଦିନିକିଆ: ନ୍ୟୁଜିଲ୍ୟାଣ୍ଡ ଆଗରେ ୨୮୧ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ନ୍ୟୁଜ୍‌ଲ୍ୟାଣ୍ଡ ଆଗରେ ୨୮୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ବିରାଟ କୋହଲିଙ୍କ ୧୨୧ (୯ ଚୌକା, ୨ ଛକା) ସହାୟତାରେ ୮ ୱିକେଟ୍‌ ହରାଇ ୨୮୦ ରନ୍‌ ସଂଗ୍ରହ କରିଛି।

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 05:34 PM IST

Related story