ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ୱିଣ୍ଡିଜ୍ ଟିମରୁ ଜନ୍ କ୍ୟାମ୍ପବେଲ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଖାରୀ ପିଏରୀଙ୍କୁ ସାମିଲ୍ କରାଯାଇଛି। ଏହା ପୂର୍ବରୁ ଶନିବାର ଏଠାରେ ଖେଳାଯାଇଥିବା […]

team-india

team-india

Ranjit Kumar Jena
  • Published: Sunday, 04 August 2019
  • Updated: 04 August 2019, 07:42 PM IST

Sports

Latest News

ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ୱିଣ୍ଡିଜ୍ ଟିମରୁ ଜନ୍ କ୍ୟାମ୍ପବେଲ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଖାରୀ ପିଏରୀଙ୍କୁ ସାମିଲ୍ କରାଯାଇଛି।

ଏହା ପୂର୍ବରୁ ଶନିବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚର ପିଚ୍ ଅତ୍ୟଧିକ ଧିମା ରହିଥିଲା, ଯେଉଁଥିରେ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାରେ ଅନେକ ସମସ୍ୟା ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ମଧ୍ୟ ସମାନ ପିଚରେ ଖେଳାଯାଉଛି। ତେଣୁ ବିରାଟ୍ କୋହଲି ଏଭଳି ପିଚରେ ବଡ଼ ସ୍କୋର କରି ୱିଣ୍ଡିଜ୍ ଉପରେ ଚାପ ପକାଇବାକୁ ପ୍ରୟାସ କରିବେ।

ଭାରତ ଏକାଦଶ: ରୋହିତ୍ ଶର୍ମା, ଶିଖର ଧୱନ୍, ବିରାଟ୍ କୋହଲି (କ୍ୟାପଟେନ୍), ରିଷଭ ପନ୍ତ (ୱିକେଟକିପର), ମନିଷ ପାଣ୍ଡେ, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍ ଏକାଦଶ: ସୁନୀଲ୍ ନାରିନ୍, ଏଭିନ୍ ଲୁଇସ୍, ନିକୋଲାସ ପୁରନ (ୱିକେଟକିପର), କାଇରନ୍ ପୋଲାର୍ଡ, ଶିମରନ୍ ହେଟମେୟର୍, ରୋଭମ୍ୟାନ୍ ପୋୱେଲ୍, କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), ଖାରୀ ପିଏରୀ, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story