ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଲେକେଲ ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ଜାରି ରହିଛି। ପ୍ରଥମ ଦିନିକିଆ ଭଳି ଆଜି ମଧ୍ୟ ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଶେଷ ଖବର ସୁଦ୍ଧା ୪ ୱିକେଟ୍ ହରାଇ  ୧୨୪ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଚହଲ ଦୁଇଟି ୱିକେଟ୍‌ ନେଇଥିବା ବେଳେ ବୁମ୍‌ରା ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି। ଯେତେବେଳେ […]

paleekele

Rakesh Mallick
  • Published: Thursday, 24 August 2017
  • , Updated: 24 August 2017, 04:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଲେକେଲ ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ଜାରି ରହିଛି। ପ୍ରଥମ ଦିନିକିଆ ଭଳି ଆଜି ମଧ୍ୟ ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଶେଷ ଖବର ସୁଦ୍ଧା ୪ ୱିକେଟ୍ ହରାଇ  ୧୨୪ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଚହଲ ଦୁଇଟି ୱିକେଟ୍‌ ନେଇଥିବା ବେଳେ ବୁମ୍‌ରା ଓ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି। ଯେତେବେଳେ ଶ୍ରୀଲଙ୍କାର ସ୍କୋର ୪୧ ହୋଇଥିଲା ସେତେବେଳେ ପ୍ରଥମ ୱିକେଟ୍‌ର ପତନ ହୋଇଥିଲା ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ପଡିଚାଲିଛି।

Related story