ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବିଶାଳ ସ୍କୋର: ପୂଜାରା ଓ ରାହାନେଙ୍କ ଅପରାଜିତ ଶତକ

ଭୁବନେଶ୍ୱର: ଶ୍ରୀଲଙ୍କାର କଲୋମ୍ବୋ ଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବିଶାଳ ସ୍କୋର। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ ହରାଇ ୩୪୪ ରନ୍‌ ସଂଗ୍ରହ କରିଛି। ଯେଉଁଥିରେ ଚେତେଶ୍ୱର ପୂଜାରା ଓ ରାହାନେ ଅପରାଜିତ ରହି  ଉଭୟ ଶତକ ଅର୍ଜନ କରିଛନ୍ତି। ପୂଜାରା ୧୨୮ରନ କରିଥିବା ବେଳେ ରାହାନେ ୧୦୩ ରନ କରି କ୍ରିଜ୍‌ରେ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ଅଧିନାୟକ କୋହଲି ୧୩, ଧାୱନ ୩୫ ଓ କେ.ଏଲ୍‌ […]

ajinkya-rahane-cheteshwar

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 06:55 PM IST

ଭୁବନେଶ୍ୱର: ଶ୍ରୀଲଙ୍କାର କଲୋମ୍ବୋ ଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବିଶାଳ ସ୍କୋର। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ ହରାଇ ୩୪୪ ରନ୍‌ ସଂଗ୍ରହ କରିଛି। ଯେଉଁଥିରେ ଚେତେଶ୍ୱର ପୂଜାରା ଓ ରାହାନେ ଅପରାଜିତ ରହି  ଉଭୟ ଶତକ ଅର୍ଜନ କରିଛନ୍ତି। ପୂଜାରା ୧୨୮ରନ କରିଥିବା ବେଳେ ରାହାନେ ୧୦୩ ରନ କରି କ୍ରିଜ୍‌ରେ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ଅଧିନାୟକ କୋହଲି ୧୩, ଧାୱନ ୩୫ ଓ କେ.ଏଲ୍‌ ରାହୁଲ ୫୭ ରନ କରି ଆଉଟ୍ ହୋଇଯାଇଥିଲେ।

Related story