ପ୍ରଥମ ଟି-୨୦ ପାଇଁ ଧର୍ମଶାଳାରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ମଙ୍ଗଳବାର ଧର୍ମଶାଳାରେ ପହଞ୍ଚିଛି । ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ଦକ୍ଷିଣ ଆଫ୍ରିକା ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ ୧୫ ତାରିଖରେ ଧର୍ମଶାଳା, ୧୮ରେ ଦ୍ୱିତୀୟ ଟି-୨୦ ଏବଂ ୨୨ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ପରେ ପ୍ରଥମଥର ପାଇଁ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ […]

saf

saf

Ranjit Kumar Jena
  • Published: Tuesday, 10 September 2019
  • Updated: 10 September 2019, 09:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ମଙ୍ଗଳବାର ଧର୍ମଶାଳାରେ ପହଞ୍ଚିଛି । ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ଦକ୍ଷିଣ ଆଫ୍ରିକା ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ ୧୫ ତାରିଖରେ ଧର୍ମଶାଳା, ୧୮ରେ ଦ୍ୱିତୀୟ ଟି-୨୦ ଏବଂ ୨୨ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ।

ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ପରେ ପ୍ରଥମଥର ପାଇଁ ଏହି ସିରିଜ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଟି-୨୦ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଆଣ୍ଡିଲେ ଫେଲୁକୱାୟୋ, ଡି'କକ୍, କାଗିସୋ ରବାଡା, ଡେଭିଡ୍ ମିଲର୍ ଏବଂ ତାଜରେଜ୍ ଶାମସୀଙ୍କ ଭଳି ସିନିୟର ଖେଳାଳି ଦଳରେ ସ୍ଥାନ ପାଇଛନ୍ତି।

ଭ୍ରମଣକାରୀ ଦଳ ଚଳିତ ମାର୍ଚ୍ଚ ମାସରେ ଶ୍ରୀଲଙ୍କା ବିପକ୍ଷରେ ତା'ର ଶେଷ ଟି-୨୦ ସିରିଜ୍ ଖେଳିଥିଲେ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା। ଟି-୨୦ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ଦଳରେ ଅଧିକାଂଶ ଅଭିଜ୍ଞ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ବିରାଟ କୋହଲିଙ୍କ ଏହି ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ଟି-୨୦ ସିରିଜ୍ ପରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story