ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି: ଟିମ୍‌ରେ ଅନେକ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଅଳ୍ପ ସମୟ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଭାରତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ ପରାଜୟ ଫଳରେ ଭାରତ ସିରିଜ ପରାସ୍ତ ହୋଇ ସାରିଛି। ତେଣୁ ଟିମ୍‌ ଇଣ୍ଡିଆ ଶେଷ ଟେଷ୍ଟ ମ୍ୟାଚ୍‌କୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା […]

indiasouthafricaapp

indiasouthafricaapp

Ordigital Desk
  • Published: Wednesday, 24 January 2018
  • Updated: 24 January 2018, 01:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଅଳ୍ପ ସମୟ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ। ଭାରତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦୁଇଟି ମ୍ୟାଚ୍‌ ପରାଜୟ ଫଳରେ ଭାରତ ସିରିଜ ପରାସ୍ତ ହୋଇ ସାରିଛି। ତେଣୁ ଟିମ୍‌ ଇଣ୍ଡିଆ ଶେଷ ଟେଷ୍ଟ ମ୍ୟାଚ୍‌କୁ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅନେକ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଜୋହାନ୍ସବର୍ଗ ପିଚ୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁହାଉଥିବାରୁ ଏଥର ଟିମ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା, ଅଶ୍ୱିନଙ୍କୁ ଦଳରେ ସ୍ଥାନ ମିଳିନି। ସେହିପରି ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଲେଭେନ୍‌ରେ ସ୍ଥାନ ପାଇନଥିବା ରାହାଣେ ଆଜି ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି। ରାହାଣେଙ୍କୁ ଦଳରେ ସ୍ଥାନ ମିଳୁ ନଥିବାରୁ ପୂର୍ବ କ୍ରିକେଟର୍‌ ଏହାର ସମାଲୋଚନା କରିଥିଲେ। ପରେ କୋଚ୍‌ ଶାସ୍ତ୍ରୀ ଏହାର ସଫେଇ ଦେଇଥିଲେ। ରବି ଶାସ୍ତ୍ରୀ କହିଥିଲେ ଯେ ରାହାଣେଙ୍କୁ ଦଳରେ ସ୍ଥାନ ନ ମିଳିବା ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତି। ସେହିପରି ଭୁବନେଶ୍ୱର କୁମାର ଆଜି ଟିମ୍‌-୧୧ ରେ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story