କାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ।   ଇଡେନ  ଗାଡେନ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତର ପଲା ଭାରି ରହିବାର  ସମ୍ଭାବନା ରହିଛି ।  ଭାରତ ଏହି ମ୍ୟାଚରେ ୩ ପେସ୍ ଏବଂ ୨ ଜଣ ସ୍ପିନରଙ୍କୁ ଦଳରେ ସ୍ଥାନ  ଦେବାର ଯଥେଷ୍ଟ ସମ୍ଭାବନା ରହିଛି।   ଆସନ୍ତା ବର୍ଷ ଆରମ୍ଭରୁ ସାଉଥ ଆଫ୍ରିକା ଗସ୍ତ ଥିବାରୁ   ୩ ଜଣ ପେସ୍ ବୋଲର ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି ।  ଭାରତୀୟ ଦଳ […]

test

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 09:01 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ।   ଇଡେନ  ଗାଡେନ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତର ପଲା ଭାରି ରହିବାର  ସମ୍ଭାବନା ରହିଛି ।  ଭାରତ ଏହି ମ୍ୟାଚରେ ୩ ପେସ୍ ଏବଂ ୨ ଜଣ ସ୍ପିନରଙ୍କୁ ଦଳରେ ସ୍ଥାନ  ଦେବାର ଯଥେଷ୍ଟ ସମ୍ଭାବନା ରହିଛି।   ଆସନ୍ତା ବର୍ଷ ଆରମ୍ଭରୁ ସାଉଥ ଆଫ୍ରିକା ଗସ୍ତ ଥିବାରୁ   ୩ ଜଣ ପେସ୍ ବୋଲର ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି ।  ଭାରତୀୟ ଦଳ ଏହି  ସିରିଜ ଜିତି ନିଜର ପ୍ରଥମ ସ୍ଥାନକୁ ମଜବୁତ କରିବା ପାଇଁ ଚେଷ୍ଟା କରିବ।  ଏହି ସିରିଜ୍‌ରେ  ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ ଖେଳିବ।

Related story