ପ୍ରଥମ ଦିନିକିଆ: ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ଲାଗିଛି, ଯେଉଁକାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିପାରି ନାହିଁ। ବର୍ଷା ଯୋଗୁ ପୂରା ଗ୍ରାଉଣ୍ଡକୁ କଭର୍ କରିଦିଆଯାଇଛି। ଏହା ଗ୍ରାଉଣ୍ଡରେ ପାଣି ଭରି ରହିଛି। ଏଭଳି ସ୍ଥିତିରେ ଟସ୍ ପଡ଼ିବାରେ ବିଳମ୍ବ ହୋଇପାରେ। ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ […]

pitch

pitch

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 07:09 PM IST

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ଲାଗିଛି, ଯେଉଁକାରଣରୁ ନିର୍ଦ୍ଧାରିତ ସମୟରେ ଟସ୍ ପଡ଼ିପାରି ନାହିଁ।

ବର୍ଷା ଯୋଗୁ ପୂରା ଗ୍ରାଉଣ୍ଡକୁ କଭର୍ କରିଦିଆଯାଇଛି। ଏହା ଗ୍ରାଉଣ୍ଡରେ ପାଣି ଭରି ରହିଛି। ଏଭଳି ସ୍ଥିତିରେ ଟସ୍ ପଡ଼ିବାରେ ବିଳମ୍ବ ହୋଇପାରେ। ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି।

ବିଶ୍ୱକପ୍ ପରାଜୟକୁ ଭୁଲି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ କ୍ଲିନସୁଇପ୍ କରିନେଇଛି। ସେହିପରି ଦିନିକିଆ ସିରିଜକୁ ମଧ୍ୟ ମୂଳପୋଛ କରିବାକୁ ଭାରତ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story