ସୁଲତାନ ଆଜଲାନ ଶାହା ହକି: ୩-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ

ମାଲେସିଆରେ ଚାଲିଥିବା ୨୬ତମ ସୁଲତାନ ଆଜଲାନ ଶାହା ହକିରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ ଭାରତ ତାର ବିଜୟ ଅଭିଜାନ ଆରମ୍ଭ କରିଛି। ହରମନପ୍ରିତ ସିଂହଙ୍କ ଦୁଇଟି ପିସି ଗୋଲ ଓ ମନଦୀପ ସିଂହଙ୍କ ଗୋଟିଏ ପିସ ଗୋଲ ଫଳରେ ଭାରତ  ନ୍ୟୁଜଲାଣ୍ଡ ଠାରୁ ସହଜ ବିଜୟ ଲାଭ କରିଛି। ଏହା ପୂର୍ବରୁ ଉଦ୍‌ଘାଟନୀ ମ୍ୟାଚରେ ଭାରତ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ୍‌ ଡ୍ର ରଖିଥିଲା।

hockey_3_1493542362_749x421.jpeg

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 05:37 PM IST

Related story