ଭାରତର ରେକର୍ଡ କାଏମ୍, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ନବମ ସିରିଜ୍ ବିଜୟ

ନୂଆଦିଲ୍ଲୀ: କ୍ୟାପଟେନ୍ ବିରାଟ୍ କୋହଲି (୧୧୪³) ଶତକ ଓ ଶ୍ରେୟସ ଆୟର୍ (୬୫)ଙ୍କ ଦମଦାର ଇନିଂସ ବଳରେ ଭାରତ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ବର୍ଷା ଯୋଗୁ ମ୍ୟାଚ୍ ୩୫ ଓଭର୍ କରାଯାଇଥିଲା, ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା। ଭାରତକୁ ଡିଏଲ୍ ନିୟମ ଆଧାରରେ ୨୫୫ ରନର ଲକ୍ଷ୍ୟ ମିଳିଥିଲା। ଏହି ଲକ୍ଷ୍ୟକୁ ଭାରତ ୩୨.୨ ଓଭରରେ ୪ ୱିକେଟ୍ ହରାଇ […]

india

india

Ranjit Kumar Jena
  • Published: Thursday, 15 August 2019
  • Updated: 15 August 2019, 06:34 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାପଟେନ୍ ବିରାଟ୍ କୋହଲି (୧୧୪³) ଶତକ ଓ ଶ୍ରେୟସ ଆୟର୍ (୬୫)ଙ୍କ ଦମଦାର ଇନିଂସ ବଳରେ ଭାରତ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ବର୍ଷା ଯୋଗୁ ମ୍ୟାଚ୍ ୩୫ ଓଭର୍ କରାଯାଇଥିଲା, ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା।

ଭାରତକୁ ଡିଏଲ୍ ନିୟମ ଆଧାରରେ ୨୫୫ ରନର ଲକ୍ଷ୍ୟ ମିଳିଥିଲା। ଏହି ଲକ୍ଷ୍ୟକୁ ଭାରତ ୩୨.୨ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ଶତକ ହାସଲ କରିଥିବା ବିରାଟ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ବିବେଚିତ ହୋଇଥିଲେ। ତେବେ ଏଥିସହ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ରେକର୍ଡ କାଏମ ରଖିଛି।

ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ନବମ ସିରିଜ୍ ଜିତିଛି। ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ଶେଷଥର ପାଇଁ ୨୦୦୬ରେ ସିରିଜ୍ ଜିତିଥିଲା। ଏହାପରଠାରୁ ୱେଷ୍ଟଇଣ୍ଡିଜ୍ ଲଗାତାର ଭାରତଠାରୁ ପରାସ୍ତ ହୋଇଆସୁଛି।

ଭାରତ ୨୦୦୬-୦୭ରେ ୩-୧, ୨୦୦୯ରେ ୨-୧, ୨୦୧୧ରେ ୩-୨, ୨୦୧୧-୧୨ରେ ୪-୧, ୨୦୧୩-୧୪ରେ ୨-୧, ୨୦୧୪-୧୫ରେ ୨-୧, ୨୦୧୭ରେ ୩-୧, ୨୦୧୮-୧୯ରେ ୩-୧ ଏବଂ ୨୦୧୯ରେ ୨-୦ରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story